ଅନାସ୍ଥାରେ ହାରିଲେ ଢେଙ୍କାନାଳ ସଦର ବ୍ଲକ ଚେୟାରମ୍ୟାନ ରାଜଶ୍ରୀ ନାୟକ
·1 year ago

ଅର୍ଗସ ବ୍ୟୁରୋ: ଅନାସ୍ଥାରେ ହାରିଲେ ଢେଙ୍କାନାଳ ସଦର ବ୍ଲକ ଚେୟାରମ୍ୟାନ ରାଜଶ୍ରୀ ନାୟକ । ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ପଡ଼ିଲା ୪୪ ଭୋଟ। ମ୍ୟାଜିକ ନମ୍ବର ଥିଲା ୪୨। ଆଜି ଅନାସ୍ଥା ଭୋଟିଂ ହୋଇଥିଲା। ରାଜଶ୍ରୀଙ୍କ ସପକ୍ଷରେ ୧୭ ଟି ଭୋଟ ପଡ଼ିଥିବାବେଳେ ଗୋଟିଏ ନାକଚ ହୋଇଛି। ତେବେ ଗତ ସପ୍ତାହରେ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ବିରୁଦ୍ଧରେ କିଛି ସମିତିସଭ୍ୟ ଓ ସରପଞ୍ଚ ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଦେଇଥିଲେ। ୧୫ ଦିନ ହେବ ସମସ୍ତ ସମିତିସଭ୍ୟ ସରପଞ୍ଚ ଅଜ୍ଞାତବାସରେ ଥିଲେ। ବ୍ଲକ କାର୍ଯ୍ୟାଳୟରେ ତହସିଲଦାରଙ୍କ ସଭାପତିତ୍ବରେ ଅନାସ୍ଥା ଭୋଟିଂ ହୋଇଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: