Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଢେଙ୍କାନାଳରେ ପୁଣି ଝାଡ଼ାବାନ୍ତି ଆତଙ୍କ: ୨ ମୃତ

Ritu Das
Browse all articles by Ritu Das
·2 years ago
ଢେଙ୍କାନାଳରେ ପୁଣି ଝାଡ଼ାବାନ୍ତି ଆତଙ୍କ: ୨ ମୃତ

ଅର୍ଗସ ବ୍ୟୁରୋ: ଢେଙ୍କାନାଳରେ ପୁଣି ଝାଡ଼ାବାନ୍ତି ଆତଙ୍କ । ଡାଇରିଆରେ ପୁଣି 2ଜଣଙ୍କ ମୃତ୍ୟୁ ହୋଇଛି ।  ମୃତକ ଓଡ଼ାପଡ଼ା ବ୍ଲକ ନୟାଭାଗିରଥିପୁର ଗ୍ରାମର ଚୂନ ଦେହୁରୀ ଓ ଚୁଙ୍ଗୁଲା ଦେହୁରୀ । 

ଆକ୍ରାନ୍ତଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ସିଡିଏମଓଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ

ଏବେବି ୨୦ ରୁ ଉର୍ଦ୍ଧ୍ବ ଚିକିତ୍ସିତ ହେଉଛନ୍ତି । ୧୦ ଦିନ ପୂର୍ବରୁ ଖଡଗପ୍ରସାଦ ଗ୍ରାମରେ ୧୦୦ ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
diarreha terro | Argus News