Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ

Odisha

ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ

Smruti Parija
Browse all articles by Smruti Parija
·2 years ago
ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ

ପୁରୀ: ପୁରୀ ବଡଦାଣ୍ଡରେ ଅଭାବନୀୟ ଦୃଶ୍ୟ। ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଓ ମାଡଗୋଳର ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ଭକ୍ତ ଜଣକ ନିଜ କାର ସାଇଡ କରୁଥିବା ବେଳେ ଜଣେ ଯୁବକଙ୍କ ବାଇକ ରେ ମାଡ଼ ହୋଇଥିଲା । ଫଳରେ ହଠାତ୍ ଉତକ୍ଷିପ୍ତ ହୋଇ କାର କୁ ଅଟକାଇବାକୁ ଉଦ୍ୟମ କରିଥିଲେ ଯୁବକ । ଯାହାକୁ ନେଇ ମରଚିକୋଟ ଛକଠାରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ପୋଲିସ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଉଭୟ ପକ୍ଷ ମାନିବାକୁ ନାରାଜ ହୋଇଥିଲେ । ତେଣୁ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ଥାନାଧିକାରୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dispute-between devotees and local residents-at-bada-danda-puri | Argus News