Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିର ଭିତରେ ସେବକ ସେବକ ମଧ୍ୟରେ ମାଡପିଟ୍

Smruti parija
Browse all articles by Smruti parija
·1 year ago·1 min read
ଶ୍ରୀମନ୍ଦିର ଭିତରେ ସେବକ ସେବକ ମଧ୍ୟରେ ମାଡପିଟ୍

Key Points

  • ଦୁର୍ଗନ୍ଧରୁ ମୁକ୍ତି ପାଇବେ ରାଜଧାନୀବାସୀ
  • ଅଳିଆ ଆବର୍ଜନାରୁ ମୁକ୍ତି ମିଳିବ 
  • ରାଜଧାନୀରେ ପ୍ରତିଷ୍ଠା ହେବ ବାୟୋଗ୍ୟାସ୍ ପ୍ଲାଣ୍ଟ୍
  • ଖାଲି ତେଲ ନୁହେଁ ବର୍ଜ୍ୟବସ୍ତୁରୁ ନିର୍ଗତ ଗ୍ୟାସରେ ଚାଲିବ ଗାଡି 
  • ଅଏଲ ଇଣ୍ଡିଆ ଲିମିଟେଡ-ବିଏମସି ମଧ୍ୟରେ ଏମଓୟୁ ସ୍ବାକ୍ଷରିତ
  • ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ଆବଶ୍ୟକ ପରିମାଣର ଜମି 

ପୁରୀ: ପୁଣି ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା। ଦୁଇ ସେବାୟତଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଗୁରୁତର ଆହତ । ଗୁରୁତର ଆହତ ସେବାୟତ ଜଣକ ହେଲେ ବିଶ୍ବନାଥ ଖୁଣ୍ଟିଆ । ଆକ୍ରମଣରେ ବିଶ୍ଵନାଥଙ୍କ ନାକ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏହି ଘଟଣା ବିଷୟରେ ସିଂହଦ୍ଵାର ଥାନା ପୋଲିସ ଅବଗତ ହେବା ପରେ ଦୁଇ ସେବାୟତଙ୍କୁ ଥାନାରେ ଅଟକ ରଖି ପଚାରଉଚରା ଜାରି ରଖିଛି । ତେବେ ମଧ୍ୟାହ୍ନ ସମୟରେ ମଦନ ଖୁଣ୍ଟିଆ କିଛି ଯାତ୍ରୀଙ୍କୁ ନେଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ଭକ୍ତଙ୍କୁ ପାଦୁକ ଦେବା ସମୟରେ ଦୁଇ ସେବାୟତ ହାତାହାତି ହୋଇଥିଲେ । ସେପଟେ ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଥିବା ବେଳେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।‌


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଶ୍ରୀମନ୍ଦିର ଭିତରେ ସେବକ ସେବକ ମଧ୍ୟରେ ମାଡପିଟ୍ | Argus News