Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପରୀକ୍ଷା ବେଳେ ଉତ୍ତେଜନା

Smruti Parija
Browse all articles by Smruti Parija
·1 year ago
ପରୀକ୍ଷା ବେଳେ ଉତ୍ତେଜନା

ଭୁବନେଶ୍ୱର: ପରୀକ୍ଷା ବେଳେ ଉତ୍ତେଜନା । ନୟାପଲ୍ଲୀ  SSB edutech assessment and testing center ରେ ଗଣ୍ଡଗୋଳ । ପରୀକ୍ଷା ଦେବା ପାଇଁ ଆସିଥିବା ଛାତ୍ରୀ ଓ ସେଣ୍ଟର ଦାୟିତ୍ବରେ ଥିବା ଅଧିକାରୀ ଭିତରେ ଯୁକ୍ତିତର୍କ । ପରୀକ୍ଷା ଦେବାରେ ବିଳମ୍ବ କାହିଁକି ବୋଲି ପଚାରିଲେ ଛାତ୍ରଛାତ୍ରୀ ଓ ଗଣମାଧ୍ୟମକୁ ନାଲି ଆଖି ଦେଖାଉଛନ୍ତି ସେଣ୍ଟର ଦାୟିତ୍ବରେ ଥିବା ଅଧିକାରୀ । ସାଢେ ୧୦ରେ ୨ୟ ବ୍ୟାଚ୍ ପରୀକ୍ଷାର୍ଥୀ ପ୍ରବେଶ କରିବା କଥା । କିନ୍ତୁ ଏହା ବିଳମ୍ବ ହୋଇଥିଲା । ଫଳରେ ଉତ୍ତେଜନା ଦେଖାଦେଇଛି । ଖବର ପହଞ୍ଚିବା ପରେ ଉକ୍ତ ସ୍ଥାନରେ ପୋଲିସ ଫୋର୍ସ ପହଞ୍ଚିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dispute-between-student-and-exam-centre-authority-at-SSB edutech assessment and testing center | Argus News