Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବରାତ୍ରୀରେ ଉପବାସ ରଖିଛି ବାଘ

Manini Pattanayak
Browse all articles by Manini Pattanayak
·2 years ago·1 min read
ନବରାତ୍ରୀରେ ଉପବାସ ରଖିଛି ବାଘ

ନୂଆଦିଲ୍ଲୀ:  ନବରାତ୍ରୀରେ ଉପବାସ ରଖିଛି ବାଘ ।  ଏହା ଶୁଣିବା ପରେ ଆପଣ ଭାବୁଥିବେ ଆମେ ମିଛ କହୁଛୁ । 
ହେଲେ କଥା ମିଛ ନୁହେଁ  ବରଂ ସମ୍ପୂର୍ଣ ସତ ।  ନବରାତ୍ରୀର ବ୍ରତ  ଆରମ୍ଭ ହେବାକୁ ଯାଉଛି । ଭାରତରେ ପ୍ରାୟତଃ ଲୋକ ଏ ବ୍ରତ କରିଥାନ୍ତି ।   କିନ୍ତୁ ଆପଣ କେବେ ଭାବିଛନ୍ତି କି ବାଘ ବି ବ୍ରତ  ରଖେ ବୋଲି ।  ଆଶ୍ଚର୍ଯ୍ୟ ହେଉଛନ୍ତି ନା..  ହଁ ବାଘ ବି ବ୍ରତ ରଖେ।

 ଏମିତି ଏକ ଚିଡିଆଘର ଅଛି ଯେଉଁଠି  ବାଘ ସପ୍ତାହକୁ ଥରେ  ଉପବାସ ରହିଥାଏ।   ମାଂସ ର ଗୋଟିଏ ଖଣ୍ଡ ବି  ମୁହଁରେ ଲଗାଇନଥାଏ  ବାଘ ।    ଏପରି ଏକ ଚିଡିଆଘର ଅଛି  ନେପାଳରେ। ଯେଉଁଠି  ଜାଣିଶୁଣି ଗୋଟିଏ ଦିନ   ବାଘଙ୍କୁ ଉପବାସରେ ରହିବାକୁ ଦିଆଯାଇଥାଏ।  ତେବେ ଏପରି  କରିବା ଦ୍ୱାରା ବାଘମାନଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ ବୋଲି  ଜୁ ର ସୂଚନା ଅଧିକାରୀ କହିଛନ୍ତି।

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
do you know wher do tigers keep fast for one day a week dont eat a single piece of meat | Argus News