Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜାଣିଛନ୍ତି କେଉଁ ଏକମାତ୍ର ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି ?

Odisha

ଜାଣିଛନ୍ତି କେଉଁ ଏକମାତ୍ର ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି ?

Rashmita Mishra
Browse all articles by Rashmita Mishra
·1 year ago·4 min read
ଜାଣିଛନ୍ତି କେଉଁ ଏକମାତ୍ର ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି ?

Key Points

୧୩୫ ଓଡ଼ିଆ, ୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି। ସେ ଅଭିନୟ କରିଥିବା ଏକମାତ୍ର ହିନ୍ଦୀ ସିନେମା ହେଉଛି ‘ନୟା ଜହର’, ଯାହା ୧୯୯୧ରେ ରିଲିଜ ହୋଇଥିଲା।

ନୟା ଜହର ହେଉଛି ଜ୍ୟୋତି ସରୁପଙ୍କ ନିର୍ଦ୍ଦେଶିତ ୧୯୯୧ ମସିହାରେ ନିର୍ମିତ ଏକ ବଲିଉଡ୍ ହିନ୍ଦୀ ଡ୍ରାମା ଥ୍ରୀଲର୍ ଚଳଚ୍ଚିତ୍ର। ଏହା HIV/AIDS ଉପରେ ଆଧାରିତ ଭାରତର ପ୍ରଥମ ହିନ୍ଦୀ ଫିଚର ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରରେ ଏକ ପ୍ରାପ୍ତ ବୟସ୍କ ଥ୍ରୀଲରର ମୋଡ୍ ଦିଆଯାଇଛି, ଯେଉଁଠାରେ ଚଳଚ୍ଚିତ୍ରର ମୁଖ୍ୟ ଖଳନାୟକ ଜଣେ ବ୍ୟକ୍ତି ନୁହେଁ, ବରଂ ରୋଗ, AIDS।

ଉତ୍ତମଙ୍କ ଅଭିନୀତ ସିନେମାଗୁଡ଼ିକ ହେଲା ୧୯୭୭- ଅଭିମାନ, ୧୯୭୮- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ପତିପତ୍ନୀ, ଶଙ୍ଖମହୁରୀ, ସରପଞ୍ଚ ବାବୁ, ୧୯୭୯-ଚିହ୍ନା ଅଚିହ୍ନା, ନିଝୁମ ରାତିର ସାଥୀ, ୧୯୮୦- ରାମାୟଣ, ରାମ ବଳରାମ, ୧୯୮୧-ଅକ୍ଷୟ ତୃତୀୟା, ଆରତି, ଦେବଯାନୀ, ୧୯୮୨- ଅସ୍ତରଙ୍ଗ, ଫୁଲ ଚନ୍ଦନ, ଦେଖ୍‌ ଖବର ରଖ୍‌ ନଜର, ଜ୍ୱାଇଁପୁଅ, ୧୮୮୩- ଅଭିଳାଷ, ଝିଅଟି ସୀତାପରି, ରାମ ରହିମ୍‌, ଜାଇଫୁଲ, ୧୯୮୪- ଦଣ୍ଡା ବାଳୁଙ୍ଗା, ଜନନୀ, ୧୮୮୫- ଚକାଭଉଁରୀ, ସମୟ ବଡ଼ ବଳବାନ୍‌, ଶଙ୍ଖା ସିନ୍ଦୂର, ୧୯୮୬- ସହରୀ ବାଘ, ସତ କେବେ ଲୁଚି ରହେନା, ସ୍କୁଲ ମାଷ୍ଟର, ଏଇ ଆମ ସଂସାର, ଜୋର୍‌ଯାର ମୁଲକ ତାର, ପକା କମଳ ପୋତ ଛତା, ୧୯୮୭ – ବଧୂ ନିରୁପମା, ଚକାଆଖି ସବୁ ଦେଖୁଛି, ଏଇତ ଦୁନିଆ, ଗୋଲାମଗିରି, ଅନ୍ୟାୟ ସହିବି ନାହିଁ, ମିଛ ମାୟାର ସଂସାର, ସୁନା ଚଢ଼େଇ, ତୁଣ୍ଡ ବାଇଦ, ୧୯୮୮- ଥିଲି ଝିଅ ହେଲି ବୋହୂ, ଯାହାକୁ ରଖିବେ ଅନନ୍ତ, ବଡ଼ ଭାଉଜ, କନ୍ୟାଦାନ, ପାପପୂଣ୍ୟ, ପୁଅ ମୋର କଳାଠାକୁର, ଚକାଡୋଳା କରୁଛି ଲୀଳା, ୧୯୮୯- ଦଇବ ଦଉଡ଼ି, ହସ ଲୁହ ଭରା ।

ଦୁନିଆ, ରଜନୀଗନ୍ଧା, ନ୍ୟାୟ ଅନ୍ୟାୟ, ପରଦେଶୀ ଚଢ଼େଇ, ଠାକୁର ଅଛନ୍ତି ଚଉବାହାକୁ, ୧୯୯୦- ଟୋପାଏ ସିନ୍ଦୂର ଦି ଟୋପା ଲୁହ, ଶାସ୍ତି, ଯାଦେବୀ ସର୍ବେ ଭୂତେଷୁ, ଗୋପରେ ବଢ଼ୁଛି କଳାକାହ୍ନେଇ, ରାଜାରାଣୀ, କଣ୍ଢେଇ, ପଞ୍ଚୁପାଣ୍ଡବ, ନୂଆ ଭାଉଜ, ବିଧିର ବିଧାନ, ୧୯୯୧-ନୟା ଜହର(ହିନ୍ଦୀ), ଆମ ଘର ଆମ ସଂସାର, ମୁକ୍ତିତୀର୍ଥ, ବସ୍ତ୍ର ହରଣ, ଅକୁହା କଥା, କପାଳ ଲିଖନ, ତୋ ବିନୁ ଅନ୍ୟ ଗତି ନାହିଁ, ୧୯୯୨- ବାଦ୍‌ଶାହା, ଭୀଷ୍ମପ୍ରତିଜ୍ଞା, ଉଦଣ୍ଡୀ ସୀତା, ମା’, ନାଗପଞ୍ଚମୀ, ସୁଖ ସଂସାର, ୧୯୯୩- ସୁଖରେ ସ୍ବର୍ଗ, ଭାଗ୍ୟ ହାତରେ ଡୋରି, ଦାଦାଗିରି,୧୯୯୪- ଅକୁହା କଥା, ନାଗଜ୍ୟୋତି, ପାଚେରି ଉଠିଲା ମଝି ଦୁଆରୁ, ୧୯୯୫- ରକ୍ତ କହିବ କିଏ କାହାର, ୧୯୯୬- ପୁଅ ମୋର ଭୋଳା ଶଙ୍କର, ସକଳ ତୀର୍ଥ ତୋ ଚରଣେ, ୧୯୯୭- ଲକ୍ଷେ ଶିବ ପୂଜି ପାଇଛି ପୁଅ, ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର, ରଘୁ ଅରକ୍ଷିତ, ୧୯୯୮- ରୂପା ଗଁାର ସୁନା କନିଅଁା, ସହର ଜଳୁଛି, ୧୯୯୯- କାଳ ଚକ୍ର, ମା’ ପରି କିଏ ହେବ, ୨୦୦୧- ବାଜି , ମୋ କୋଳ ତୋ ଝୁଲଣା, ୨୦୦୨- ଧର୍ମ ସହିଲେ ହେଲା, ସମୟ ଖେଳୁଛି ଚକା ଭଉଁରୀ, ସେହି ଝିଅଟି, ୨୦୦୫- ଅଗ୍ନି ପରୀକ୍ଷା, ଓଁ ଶାନ୍ତି ଓମ୍‌, ବାବାଜି, ୨୦୦୭- ଏ ଯୁଗର କୃଷ୍ଣସୁଦାମା, ମୁଁ ତୋତେ ଲଭ୍‌ କରୁଛି, ତୁମକୁ ପାରୁନି ତ ଭୁଲି, ୨୦୦୯- ରୋମିଓ ଲଭର ବୟ, ଆଇଲାରେ ଓଡ଼ିଆ ପୁଅ, ତୁ ମୋରି ପାଇଁ, ପାଗଳ କରିଛି ପାଉଁଜି ତୋର, ୨୦୧୭- ଦିଲ୍‌ କା ରାଜା, ୨୦୨୨- ବିଦ୍ୟାରାଣ ।

୧୩୫ ଓଡ଼ିଆ, ୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି। ସେ ଅଭିନୟ କରିଥିବା ଏକମାତ୍ର ହିନ୍ଦୀ ସିନେମା ହେଉଛି ‘ନୟା ଜହର’, ଯାହା ୧୯୯୧ରେ ରିଲିଜ ହୋଇଥିଲା।

ନୟା ଜହର ହେଉଛି ଜ୍ୟୋତି ସରୁପଙ୍କ ନିର୍ଦ୍ଦେଶିତ ୧୯୯୧ ମସିହାରେ ନିର୍ମିତ ଏକ ବଲିଉଡ୍ ହିନ୍ଦୀ ଡ୍ରାମା ଥ୍ରୀଲର୍ ଚଳଚ୍ଚିତ୍ର। ଏହା HIV/AIDS ଉପରେ ଆଧାରିତ ଭାରତର ପ୍ରଥମ ହିନ୍ଦୀ ଫିଚର ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରରେ ଏକ ପ୍ରାପ୍ତ ବୟସ୍କ ଥ୍ରୀଲରର ମୋଡ୍ ଦିଆଯାଇଛି, ଯେଉଁଠାରେ ଚଳଚ୍ଚିତ୍ରର ମୁଖ୍ୟ ଖଳନାୟକ ଜଣେ ବ୍ୟକ୍ତି ନୁହେଁ, ବରଂ ରୋଗ, AIDS।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉତ୍ତମଙ୍କ ଅଭିନୀତ ସିନେମାଗୁଡ଼ିକ ହେଲା ୧୯୭୭- ଅଭିମାନ, ୧୯୭୮- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ପତିପତ୍ନୀ, ଶଙ୍ଖମହୁରୀ, ସରପଞ୍ଚ ବାବୁ, ୧୯୭୯-ଚିହ୍ନା ଅଚିହ୍ନା, ନିଝୁମ ରାତିର ସାଥୀ, ୧୯୮୦- ରାମାୟଣ, ରାମ ବଳରାମ, ୧୯୮୧-ଅକ୍ଷୟ ତୃତୀୟା, ଆରତି, ଦେବଯାନୀ, ୧୯୮୨- ଅସ୍ତରଙ୍ଗ, ଫୁଲ ଚନ୍ଦନ, ଦେଖ୍‌ ଖବର ରଖ୍‌ ନଜର, ଜ୍ୱାଇଁପୁଅ, ୧୮୮୩- ଅଭିଳାଷ, ଝିଅଟି ସୀତାପରି, ରାମ ରହିମ୍‌, ଜାଇଫୁଲ, ୧୯୮୪- ଦଣ୍ଡା ବାଳୁଙ୍ଗା, ଜନନୀ, ୧୮୮୫- ଚକାଭଉଁରୀ, ସମୟ ବଡ଼ ବଳବାନ୍‌, ଶଙ୍ଖା ସିନ୍ଦୂର, ୧୯୮୬- ସହରୀ ବାଘ, ସତ କେବେ ଲୁଚି ରହେନା, ସ୍କୁଲ ମାଷ୍ଟର, ଏଇ ଆମ ସଂସାର, ଜୋର୍‌ଯାର ମୁଲକ ତାର, ପକା କମଳ ପୋତ ଛତା, ୧୯୮୭ – ବଧୂ ନିରୁପମା, ଚକାଆଖି ସବୁ ଦେଖୁଛି, ଏଇତ ଦୁନିଆ, ଗୋଲାମଗିରି, ଅନ୍ୟାୟ ସହିବି ନାହିଁ, ମିଛ ମାୟାର ସଂସାର, ସୁନା ଚଢ଼େଇ, ତୁଣ୍ଡ ବାଇଦ, ୧୯୮୮- ଥିଲି ଝିଅ ହେଲି ବୋହୂ, ଯାହାକୁ ରଖିବେ ଅନନ୍ତ, ବଡ଼ ଭାଉଜ, କନ୍ୟାଦାନ, ପାପପୂଣ୍ୟ, ପୁଅ ମୋର କଳାଠାକୁର, ଚକାଡୋଳା କରୁଛି ଲୀଳା, ୧୯୮୯- ଦଇବ ଦଉଡ଼ି, ହସ ଲୁହ ଭରା ।

ଦୁନିଆ, ରଜନୀଗନ୍ଧା, ନ୍ୟାୟ ଅନ୍ୟାୟ, ପରଦେଶୀ ଚଢ଼େଇ, ଠାକୁର ଅଛନ୍ତି ଚଉବାହାକୁ, ୧୯୯୦- ଟୋପାଏ ସିନ୍ଦୂର ଦି ଟୋପା ଲୁହ, ଶାସ୍ତି, ଯାଦେବୀ ସର୍ବେ ଭୂତେଷୁ, ଗୋପରେ ବଢ଼ୁଛି କଳାକାହ୍ନେଇ, ରାଜାରାଣୀ, କଣ୍ଢେଇ, ପଞ୍ଚୁପାଣ୍ଡବ, ନୂଆ ଭାଉଜ, ବିଧିର ବିଧାନ, ୧୯୯୧-ନୟା ଜହର(ହିନ୍ଦୀ), ଆମ ଘର ଆମ ସଂସାର, ମୁକ୍ତିତୀର୍ଥ, ବସ୍ତ୍ର ହରଣ, ଅକୁହା କଥା, କପାଳ ଲିଖନ, ତୋ ବିନୁ ଅନ୍ୟ ଗତି ନାହିଁ, ୧୯୯୨- ବାଦ୍‌ଶାହା, ଭୀଷ୍ମପ୍ରତିଜ୍ଞା, ଉଦଣ୍ଡୀ ସୀତା, ମା’, ନାଗପଞ୍ଚମୀ, ସୁଖ ସଂସାର, ୧୯୯୩- ସୁଖରେ ସ୍ବର୍ଗ, ଭାଗ୍ୟ ହାତରେ ଡୋରି, ଦାଦାଗିରି,୧୯୯୪- ଅକୁହା କଥା, ନାଗଜ୍ୟୋତି, ପାଚେରି ଉଠିଲା ମଝି ଦୁଆରୁ, ୧୯୯୫- ରକ୍ତ କହିବ କିଏ କାହାର, ୧୯୯୬- ପୁଅ ମୋର ଭୋଳା ଶଙ୍କର, ସକଳ ତୀର୍ଥ ତୋ ଚରଣେ, ୧୯୯୭- ଲକ୍ଷେ ଶିବ ପୂଜି ପାଇଛି ପୁଅ, ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର, ରଘୁ ଅରକ୍ଷିତ, ୧୯୯୮- ରୂପା ଗାଁର ସୁନା କନିଆଁ, ସହର ଜଳୁଛି, ୧୯୯୯- କାଳ ଚକ୍ର, ମା’ ପରି କିଏ ହେବ, ୨୦୦୧- ବାଜି , ମୋ କୋଳ ତୋ ଝୁଲଣା, ୨୦୦୨- ଧର୍ମ ସହିଲେ ହେଲା, ସମୟ ଖେଳୁଛି ଚକା ଭଉଁରୀ, ସେହି ଝିଅଟି, ୨୦୦୫- ଅଗ୍ନି ପରୀକ୍ଷା, ଓଁ ଶାନ୍ତି ଓମ୍‌, ବାବାଜି, ୨୦୦୭- ଏ ଯୁଗର କୃଷ୍ଣସୁଦାମା, ମୁଁ ତୋତେ ଲଭ୍‌ କରୁଛି, ତୁମକୁ ପାରୁନି ତ ଭୁଲି, ୨୦୦୯- ରୋମିଓ ଲଭର ବୟ, ଆଇଲାରେ ଓଡ଼ିଆ ପୁଅ, ତୁ ମୋରି ପାଇଁ, ପାଗଳ କରିଛି ପାଉଁଜି ତୋର, ୨୦୧୭- ଦିଲ୍‌ କା ରାଜା, ୨୦୨୨- ବିଦ୍ୟାରାଣ ।

Sponsored
Do you know which Hindi film has Saccir Mohanty acted in | Argus News