୨ ଦିନ ଧରି ଭିତରକନିକାରେ ହେବ ଡଲଫିନ ଗଣନା
·1 year ago

ଅର୍ଗସ ବ୍ୟୁରୋ : ଆଜି ଓ ଆସନ୍ତାକାଲି ୨ ଦିନ ଧରି ଭିତରକନିକାରେ ହେବ ଡଲଫିନ ଗଣନା। ଭିତରକନିକାରେ ଥିବା ନଦୀ ନାଳ, ଗହୀରମଥା ସାମୁଦ୍ରିକ ଧାମରାରୁ ଦେବୀ ମୁହାଣ ଓ ବାବୁବାଲି ଠାରୁ ଛିଞ୍ଚିରି ଯାଏଁ ଦେଖା ଯାଉଥିବା ଡ଼ଲଫିନ ଗଣନା କରାଯିବ ବୋଲି ସୂଚନା ଦେଇଛନ୍ତି ନଖଣ୍ଡ ଅଧିକାରୀ ଭୋପୀନାଥ ଯାଦବ।
ଏନେଇ ଗତକାଲି ରାଜନଗର ବନଖଣ୍ଡ ଅଧୀନ ଗୁପ୍ତି ଫରେଷ୍ଟ ବିଟ ହାଉସଠାରେ ଡଲଫିନ ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ୯ଟି ଡିଭିଜନର ଗଣନାକାରୀ ଦଳଙ୍କୁ ଡ଼ଲଫିନ ଗଣନା କୌଶଳ, ବିଭିନ୍ନ ପ୍ରଜାତିର ଡ଼ଲଫିନ ଚି଼ହ୍ନଟ ପ୍ରକ୍ରିୟା, ଆବଶ୍ୟକୀୟ ସରଞ୍ଜାମ ବ୍ୟବହାର ସମ୍ପର୍କରେ ପ୍ରାଣୀ ବିଜ୍ଞାନୀ ଡ଼ଃ ଶିବପ୍ରସାଦ ପରିଡା ପ୍ରଶିକ୍ଷଣ ଦେଇଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: