Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅର୍ଗସ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା: ୩ ବିଜେତା ପୁରସ୍କୃତ

Ritu Das
Browse all articles by Ritu Das
·1 year ago·1 min read
ଅର୍ଗସ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା: ୩ ବିଜେତା ପୁରସ୍କୃତ

Key Points

ଅର୍ଗସ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

୩ ବିଜେତା ପୁରସ୍କୃତ

ସୁନାବେଶ ପରିବର୍ତ୍ତେ ଜୁଲାଇ ୧୦ ତାରିଖରେ ଘୋଷିତ ହେଲା ଟପ 3 ବିଜେତାଙ୍କ ନାମ

ଅର୍ଗସ ନ୍ୟୁଜ ଓ ସୌରଭ ଟେଷ୍ଟ ପେପର ତରଫରୁ ହୋଇଥିଲା ଏକ ଚିତ୍ରାଙ୍କନ ପ୍ରତିଯୋଗିତା। ଏହି ପ୍ରତିଯୋଗିତା ଆଣିଦେଇଛି ଅପାର ଉତ୍ସାହ। ଅଗଣିତ ଛାତ୍ରଛାତ୍ରୀ ଆବେଦନ କରିଥିବାରୁ ଆମେ ପ୍ରଥମେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ। ସୁନାବେଶ ପରିବର୍ତ୍ତେ ଜୁଲାଇ ୧୦ ତାରିଖରେ ଘୋଷିତ ହେଲା ଟପ 3 ବିଜେତାଙ୍କ ନାମ। ଏହି ଚିତ୍ରାଙ୍କନ ପ୍ରତିଯୋଗିତାର ଟପ 3 ବିଜେତାଙ୍କ ନାମ ହେଉଛି।


ପ୍ରଥମ ବିଜେତା ହେଲେ ଡୋଲବି ରାଣୀ ପରିଡ଼ା। ଦ୍ବିତୀୟ ବିଜେତା-ଅଲିସ୍ପା ସାମଲ। ତୃତୀୟ ବିଜେତା ହେଉଛନ୍ତି ଅଚ୍ୟୁତ କୁମାର। ଏହି ଟପ 3 ବିଜେତାଙ୍କ ପାଇଁ ପ୍ରଥମ ପୁରସ୍କାର ୧୧,୦୦୦ ଟଙ୍କା ଥିବାବେଳେ ଦ୍ବିତୀୟ ପୁରସ୍କାର ୫,୧୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ୫,୧୦୦ ଟଙ୍କା ରହିଛି। ପୁରସ୍କୃତ ଛାତ୍ରଛାତ୍ରୀଙ୍କୁ Argus News ଓ ସୌରଭ ଟେଷ୍ଟ ପେପର ତରଫରୁ ଢେର ସାରା ଅଭିନନ୍ଦନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
drawing-competition-by-argus-3-winners-awarded | Argus News