ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଦୁଇଜଣଙ୍କ ମୃତ୍ୟୁ
·1 year ago

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଦୁଇଜଣଙ୍କ ମୃତ୍ୟୁ । ଗାଧେଇବା ସମୟରେ ବୁଡି ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣଙ୍କ ପରିଚୟ ଏବେ ଅସ୍ପଷ୍ଟ ରହିଛି । ତେବେ ଅଗ୍ନିଶମ ବିଭାଗ ଦ୍ଵାରା ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: