Videos
|
Odisha

ବେଆଇନ୍‌ ଭାବେ ଗର୍ଭପାତ ଔଷଧ ବିକ୍ରି ଅଭିଯୋଗରେ ଡ୍ରଗ୍ସ ସ୍କ୍ୱାଡର ଚଢ଼ାଉ

Rashmita Mishra
Browse all articles by Rashmita Mishra
·1 year ago
ବେଆଇନ୍‌ ଭାବେ ଗର୍ଭପାତ ଔଷଧ ବିକ୍ରି ଅଭିଯୋଗରେ ଡ୍ରଗ୍ସ ସ୍କ୍ୱାଡର ଚଢ଼ାଉ

Key Points

ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିଯୋଗ
ବେଆଇନ୍‌ ଭାବେ ଗର୍ଭପାତ ଔଷଧ ବିକ୍ରି ଅଭିଯୋଗରେ ଡ୍ରଗ୍ସ ସ୍କ୍ୱାଡର ଚଢ଼ାଉ
ନାମୀଦାମୀ କମ୍ପାନିର ନାଁରେ ମେଡ଼ିସିନ୍‌ ବିକ୍ରି ଚାଲିଥିଲା
ଡ୍ରଗ୍ସ କଣ୍ଟ୍ରୋଲ ଅଧିକାରୀଙ୍କ ପକ୍ଷରୁ ମେଡିସିନ ଯାଞ୍ଚ

ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିଯୋଗ ହୋଇଛି । ନିୟମ ନମାନି ମେଡ଼ିସିନ ଷ୍ଟୋରରେ ଗର୍ଭପାତ ମେଡ଼ିସିନ ବିକ୍ରି ହେଉଥିବା ଅଭିଯୋଗ। ନୟାପଲିରେ ଡ୍ରଗ୍ସ କଣ୍ଟ୍ରୋଲର ଚଢାଉ। ବିନା ଡାକ୍ତରୀ ପ୍ରେସ୍‌କ୍ରିପସନ୍‌ରେ କିଟ୍ ବିକୁଥିବା ଅଭିଯୋଗ। ନାମୀଦାମୀ କମ୍ପାନିର ନାଁରେ ମେଡ଼ିସିନ୍‌ ବିକ୍ରି ଚାଲିଥିବା ନେଇ ହୋଇଥିବା ଅଭିଯାଗରେ ପରେ ଚଢ଼ାଉ କରାଯାଇଛି । ନକଲି ଔଷଧ ନେଇ ଡ୍ରଗ୍ସ କଣ୍ଟ୍ରୋଲର ପାଖରେ ହୋଇଥିଲା ଅଭିଯୋଗ । ଏନେଇ ସିଆରପି ଅଞ୍ଚଳରେ ଥିବା ଏକାଧିକ ଦୋକାନ ଗୁଡ଼ିକୁ ଯାଇ ଔଷଧ ଗୁଡିକୁ ଯାଞ୍ଚ କରୁଛି ଡ୍ରଗ୍ସ ସ୍କ୍ୱାଡ୍‌ର ଟିମ୍‌ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
drugs-squad-raids-over-allegations-of-illegal-sale-of-abortion-drugs | Argus News