Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

KIIT-KISS ବିରୋଧରେ ଅସନ୍ତୋଷ ଝାଡ଼ିଲେ ଦୂତୀ ଚାନ୍ଦ

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago
KIIT-KISS ବିରୋଧରେ ଅସନ୍ତୋଷ ଝାଡ଼ିଲେ ଦୂତୀ ଚାନ୍ଦ

Key Points

ଓଡ଼ିଆ ଖେଳାଳିଙ୍କ ନିକଟରେ ଟ୍ୟାଲେଣ୍ଟ ଅଛି, କିନ୍ତୁ ସୁଯୋଗ ମିଳୁନି ।

ନଚେତ୍ ଆଜି କିସ୍‌ର ଅଧିକ ପିଲା ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଅଧିକ ପଦକ ପାଆନ୍ତେ ।

କିଟ୍ ଓ କିସ୍ ବିରୋଧରେ ଅସନ୍ତୋଷ ଝାଡ଼ିଲେ ଦୂତୀ ଚାନ୍ଦ । କ୍ଷୋଭ ପ୍ରକାଶ କଲେ ଅନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦ । ଓଡ଼ିଆ ଖେଳାଳିଙ୍କୁ ପ୍ରାଧାନ୍ୟ ମିଳୁ ନଥିବା କହି କ୍ଷୋଭ ପ୍ରକାଶ କଲେ ।

'ଫଳରେ ଦିନକୁ ଦିନ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ହ୍ରାସ ପାଉଛି । କିସ୍ କ୍ରୀଡ଼ା ବିଭାଗରେ ବାହାର ରାଜ୍ୟର ଖେଳାଳିଙ୍କ ସଂଖ୍ୟା ଅଧିକ । ବାହାର ରାଜ୍ୟର ଖେଳାଳିଙ୍କୁ ଆମଦାନୀ କରି କିଟ୍‌ ବ୍ୟାନରରେ ଖେଳାଯାଉଛି । ଓଡ଼ିଆ ଖେଳାଳିଙ୍କ ନିକଟରେ ଟ୍ୟାଲେଣ୍ଟ ଅଛି, କିନ୍ତୁ ସୁଯୋଗ ମିଳୁନି । ନଚେତ୍ ଆଜି କିସ୍‌ର ଅଧିକ ପିଲା ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଅଧିକ ପଦକ ପାଆନ୍ତେ ।'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dutee Chand expresses displeasure against KIIT-KISS | Argus News