VOO Shorts: New Feature on Argus News App: ଖବର ଜାଣିବାର ସହଜ ଉପାୟ
·1 year ago
Key Points
ଅର୍ଗସ ନ୍ୟୁଜରେ ଆପଣ ପାଇପାରିବେ ଟିକନିକ୍ ଖବର।
ଲାଟେଷ୍ଟ, ଫାଷ୍ଟେଷ୍ଟ ଏବଂ ସ୍ମାର୍ଟେଷ୍ଟ। ମାନେ ବ୍ରେକିଙ୍ଗ ନ୍ୟୁଜରୁ ଆରମ୍ଭ କରି ଲାଟେଷ୍ଟ ୟୁଟ୍ୟୁବ ଭିଡିଓ, ଖେଳ ଖବର ପର୍ଯ୍ୟନ୍ତ।
ଅର୍ଗସ ନ୍ୟୁଜରେ ଆପଣ ପାଇପାରିବେ ଟିକନିକ୍ ଖବର। ଲାଟେଷ୍ଟ, ଫାଷ୍ଟେଷ୍ଟ ଏବଂ ସ୍ମାର୍ଟେଷ୍ଟ। ମାନେ ବ୍ରେକିଙ୍ଗ ନ୍ୟୁଜରୁ ଆରମ୍ଭ କରି ଲାଟେଷ୍ଟ ୟୁଟ୍ୟୁବ ଭିଡିଓ, ଖେଳ ଖବର ପର୍ଯ୍ୟନ୍ତ। । ସ୍କ୍ରଲ କଲେ ଆସିବ ଇନସାଇଟ ଷ୍ଟୋରୀ ଏବଂ ଓ୍ବେବଷ୍ଟୋରୀ ।
କାହିଁକି ଏହି ଆପ୍ ଆପଣଙ୍କ ପାଇଁ ଉପଯୋଗୀ ?
ତୁରନ୍ତ ଖବର ପାଇପାରିବେ
ମୋବାଇଲରେ ଫାଷ୍ଟେଷ୍ଟ ଖବର ପାଇବେ
କାହାପାଇଁ ଏହି ଆପ୍?
ଆଜିର ଯୁବପିଢ଼ି ଓ କର୍ମଜୀବୀଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ଏହା ଅର୍ଗସ ନ୍ୟୁଜର ଏକ ନିଆରା ପ୍ରୟାସ। ଅର୍ଗସ ଭୋ-ସର୍ଟ୍ସ ଆପ କେବଳ ଆପଣଙ୍କ ପାଇଁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: