ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ କୁଟ୍ଟେଙ୍କୁ ନିର୍ଦ୍ଦେଶ
·1 year ago

ଅର୍ଗସ ବ୍ୟୁରୋ: ଆଇପିଏସ ଡିଏସ୍ କୁଟ୍ଟେଙ୍କ ନିଲମ୍ବନ ହଟିଲା । IPS ଡିଏସ୍ କୁଟ୍ଟେଙ୍କ ଉପରୁ ନିଲମ୍ବନ ଉଠାଇ ଦେଲେ ECI । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସୂଚନା ଦିଆଯାଇଛି । ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ କୁଟ୍ଟେଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର କୁଟ୍ଟେଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିବା ନେଇ ECI ସ୍ପଷ୍ଟ କରିଛନ୍ତି ।
ଚାକିରି ସରକାରୀ, କାର୍ଯ୍ୟ ଦଳୀୟ : ସସ୍ପେଣ୍ଡ କଲେ ECI
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସି ରହି ବିଜେଡି ପାଇଁ କାର୍ଯ୍ୟ କରିବା ସହ ଭୋଟରେ ନିଜକୁ ନିୟୋଜିତ କରୁଥିଲେ । 2019ରେ ଯେଉଁ କେଳେଙ୍କାରୀ କରିଥିଲେ 2024ରେ ତାର ପୁନରାବୃତ୍ତି କରିଥିଲେ । ବାରମ୍ବାର ଅଭିଯୋଗ ପରେ କୁଟ୍ଟେଙ୍କ ବିରୋଧରେ ଆକ୍ସନ୍ ନେଇଥିଲେ ଇସିଆଇ । କୁଟ୍ଟେଙ୍କୁ ନିଲମ୍ବନ ନିର୍ଦେଶ ଦେଇଥିଲେ ECI ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: