Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅର୍ଗସ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି 'ଏଜୁକେସନ ନେକ୍ସଟ ସିଜିନ-03'

Smruti Parija
Browse all articles by Smruti Parija
·1 year ago
ଅର୍ଗସ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି 'ଏଜୁକେସନ ନେକ୍ସଟ ସିଜିନ-03'

ଅର୍ଗସ ବ୍ୟୁରୋ: ଅର୍ଗସ ନ୍ୟୁଜ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଶିକ୍ଷା ଭିତ୍ତିକ କନକ୍ଲେଭ ଅର୍ଗସ 'ଏଜୁକେସନ ନେକ୍ସଟ ସିଜିନ-03' । ଅଗଷ୍ଟ 3 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେହିପରି ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେବେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । 

ଏଥରର ଥିମ୍ ରହିଛି innovation in eduaction for better tomorrow ବା ଆସନ୍ତାକାଲି ପାଇଁ ଶିକ୍ଷାର ନୂତନତ୍ୱ । ଏହି ଶିକ୍ଷା ଭିତ୍ତିକ କନକ୍ଲେଭରେ ଯୋଗ ଦେବେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଛାତ୍ରଛାତ୍ରୀ । ଏହାସହ ପ୍ରଶାସକ, ବୁଦ୍ଧିଜୀବୀ ଇତ୍ୟାଦି । 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
education-next-season-03-to-be-held-on-august-03 | Argus News