ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ, 64 ବର୍ଷୀୟ ବୃଦ୍ଧ ଗିରଫ
·1 year ago

ବାଲେଶ୍ୱର: ଜଳେଶ୍ୱରରେ ଲଜ୍ଜା । ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କଲେ ବୃଦ୍ଧ । ଜଳେଶ୍ୱର ଥାନା ସୁଖଦୁଃଖିଆ ଗ୍ରାମର ୬୪ ବର୍ଷୀୟ ବୃଦ୍ଧ ଚକ୍ରଧର ଦାସ ଜଳେଶ୍ୱର ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ମାମଲା ରୁଜ୍ଜୁ କରି ଚକ୍ରଧରଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ । ଘଟଣାର ଅଧିକ ତଦନ୍ତ ସହ ଅଭିଯୁକ୍ତ ଚକ୍ରଧରଙ୍କୁ ଡାକ୍ତରୀ ମାଇନା କରିବା ପାଇଁ ପଠାଯାଇଛି । ଅପର ପକ୍ଷରେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଜଳେଶ୍ୱର ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି ।
ଆହୁରି ପଢନ୍ତୁ ଅପରାଧ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: