ସାଧାରଣ ନିର୍ବାଚନ : ଓଡ଼ିଶା ଆସିବେ ରାହୁଲ-ପ୍ରିୟଙ୍କା
·2 years ago·1 min read

- ସମୀର ଦାସଙ୍କର ବିଜେଡି କାଟିଲା ଟିକଟ । ପୂର୍ବରୁ ବାରମ୍ବାର ବିବାଦୀୟ ହେବା ପରେ ଟିକଟ ମିଳିନଥିବା ନେଇ ଚର୍ଚ୍ଚା
- କୋରେଇ ଓ ବରୀ ପାଇଁ କେବେ ବିଜେଡି କରିବ ପ୍ରାର୍ଥୀ ଘୋଷଣା ? ପଂଚମ ପର୍ଯ୍ୟାୟରେ ବି ଏହି ଦୁଇ ଆସନରେ ଘୋଷଣା ହେଲାନି ପ୍ରାର୍ଥୀଙ୍କ ନାଁ
- ସାଧାରଣ ନିର୍ବାଚନ : CEO କାର୍ଯ୍ୟା ଳୟରେ ସର୍ବଦଳୀୟ ବୈଠକ ଆରମ୍ଭ । ରାଜ୍ୟରେ ନିର୍ବାଚନକୁ ସୁରୁଖୁରୁରେ କରିବାକୁ ଡକାଗଲା ଏଇ ବୈଠକ
- ବିଜେଡି ପ୍ରାର୍ଥୀ ଘୋଷଣା ହେବା ପରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ବଡ଼ ବୟାନ । କହିଲେ, ନବୀନ ବାବୁ ମତେ ଡରିଗଲେ
- ପୁଣି ପାଣ୍ଡିଆନଙ୍କ ଉପରେ ବର୍ଷିଲେ ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । କହିଲେ, ଏଥର ଦୁଃଶାସନ ସରକାରକୁ ହଟାଇବା ଦରକାର
- ଓଡ଼ିଶା ଆସିବେ ମୋଦୀ: କେନ୍ଦ୍ରାପଡା ଲୋକସଭା-ମାହାଙ୍ଗା ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ
- ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପଡ଼ିବ ଭୋଟ୍ । ଆଜିଠୁ ବୁଥ୍ ଅଭିମୁଖେ ଯିବେ ପୋଲିଂପାର୍ଟି । ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ଭୋଟିଂ ହେବ
- ନିର୍ବାଚନ ପ୍ରଚାର : ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ , AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି
- General Election 2024: ୨୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା AAP
- କଂଗ୍ରେସର ନିର୍ବାଚନ ପରିଚାଳନା କମିଟିରେ ପ୍ରସାଦ ହରିଚନ୍ଦନ ସଭାପତି, ମନୋରଂଜନ ଦାସ ଆବାହକ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: