ନିର୍ବାଚନ ବଡ଼ ଖବର : ସ୍କ୍ରୋଲ କରନ୍ତୁ, ଅପଡେଟ୍ ପାଆନ୍ତୁ
·2 years ago·1 min read

- ଭାଇରାଲ ହେଉଛି ସମୀରଙ୍କ ଭିଡିଓ । ୩୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କର୍ମୀକୁ ଦେଲେ ପରାମର୍ଶ
- ୨୮ରେ ରାଜ୍ୟ ପ୍ରଚାର ମୈଦାନରେ ବଡ଼ ଟକ୍କର; ଦିନରେ ରାହୁଲ, ସନ୍ଧ୍ୟାରେ ନଡ୍ଡାଙ୍କ ସାଧାରଣ ସଭା
- ୧୫ ଦିନ ପରେ ନିର୍ବାଚନ : ବାକି ଆସନରେ କେବେ ଘୋଷଣା ହେବ ତିନି ଦଳର ପ୍ରାର୍ଥୀ ? ବଢିଲା ଚର୍ଚ୍ଚା
- ନିର୍ବାଚନୀ ପ୍ରଚାର ମୈଦାନୀରେ ପ୍ରଦୀପ ମାଝୀଙ୍କ ମନ୍ତବ୍ୟକୁ ନିନ୍ଦା । କହିଥିଲେ, ପ୍ରଥମେ ଆମକୁ ସ୍ୱାଧୀନ ଦେଇଥିଲେ ଜାତୀୟ ପିତା ମହାତ୍ମାଗାନ୍ଧୀ
- ରାଜ୍ୟରେ କିଏ ଓ କାହିଁକି ବନ୍ଦ କଲେ ଛାତ୍ର ସଂସଦ ନିର୍ବାଚନ ? ସାମ୍ବାଦିକ ସମ୍ମିଳନୀରେ ସଙ୍ଗୀନ ଅଭିଯୋଗ ଆଣିଲେ ପ୍ରଦୀପ ପାଣିଗ୍ରାହୀ
- ଶାହଙ୍କ ଗୁରୁମନ୍ତ୍ର ପରେ ଫ୍ରଣ୍ଟ ଫୁଟ୍ରେ BJP; ନବୀନ ସରକାରକୁ ଓପାଡ଼ି ଫିଙ୍ଗିବାକୁ ବ୍ଲୁ ପ୍ରିଣ୍ଟ
- ମହାନଦୀକୁ ନେଇ ହୀନ ରାଜନୀତି କଲା ବିଜେଡି । ପୂର୍ବଥର ଏଇ ନଈକୁ ନେଇ ରାଜନୀତି କରିଥିଲା ହେଲେ ଏଥର ଭୁଲିଗଲା
- ଟୁକୁନିଙ୍କ ଭିଡିଓ ଭାଇରାଲ ହେବା ପରେ ବଢିଲା ଚର୍ଚ୍ଚା । କେବଳ ତାଙ୍କରି ପାଇଁ ହୋଇପାରିନଥିଲା ପଦ୍ମପୁର ଜିଲ୍ଲା
- ଆଠମଲ୍ଲିକରେ ଧର୍ମେନ୍ଦ୍ର ପ୍ରଧାନ । ସାଧାରଣା ସଭାକୁ କରୁଛନ୍ତି ସମ୍ବୋଧନ
- ପ୍ରଚାର ସମାବେଶରେ ଗର୍ଜିଲେ ସୁଦାମ: ‘ମୁଁ ବାଘ, ମୋ ସ୍ତ୍ରୀ ବାଘୁଣୀ’
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: