Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ଖବର : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ପାଆନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
ନିର୍ବାଚନ ଖବର : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ପାଆନ୍ତୁ
  • ପାଣ୍ଡିଆନଙ୍କ ଉପରେ ବର୍ଷିଲେ ରାହୁଲ । କହିଲେ, ନବୀନ ନୁହେଁ ପାନ ଚଳାଉଛନ୍ତି ସରକାର
  • ସାଲେପୁର ସଭାରେ ରାହୁଲ ଗାନ୍ଧିଙ୍କ ଅଭିଭାଷଣ । ଏତେ ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ । ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି । ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି
  • ନବୀନଙ୍କୁ ଟାର୍ଗେଟ୍‌ କଲେ ସମୀର ମହାନ୍ତି । କହିଲେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ରାଜନୈତିକ କାର୍ଯ୍ୟରେ ବ୍ୟବହୃତ । ନିଜେ ଯାଉ ନାହାନ୍ତି, କିନ୍ତୁ ବିଜେଡିର ଜଣେ ଗୁମାସ୍ତାଙ୍କୁ ପଠାଉଛନ୍ତି
  • ଆଜି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ଓ ସେଠାରୁ ଆମ୍ବପୁଆ ଯାଇ ଏକ ସାଧାରଣ ସଭାରେ ଯୋଗଦେବେ
  • ବିଜେପିର ଚାର୍ଜସିଟ କାର୍ଯ୍ୟକ୍ରମ; ‘ମହାନଦୀ ଆଖିରେ ଲୁହ’ ପ୍ରସଙ୍ଗରେ ବିଜେଡିକୁ ସମାଲୋଚନା
  • ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା : ଅରିନ୍ଦମ ଟିକଟ ପାଇବା ପରେ ବବିଙ୍କର ବଢିଲାଣି ଟେନସନ୍‌
  • ପୁଣି ବିବାଦରେ ପାଣ଼୍ଡିଆନ । ଗତକାଲି ଅଭିଭାଷଣରେ କହିଥିଲେ,ନବୀନଙ୍କ ଇଞ୍ଜିନ ବହୁତ ମଜବୁତ
  • କାହିଁକି ବଳକା ୩ ଆସନରେ ବିଜେଡି ଘୋଷଣା କରୁନି ପ୍ରାର୍ଥୀ ? ଗୋଷ୍ଠୀ କନ୍ଦଳ ନା ପ୍ରାର୍ଥୀ ଅଭାବ ? ବଢିଲା ଚର୍ଚ୍ଚା
  • ନିର୍ବାଚନ ପୂର୍ବରୁ କାର ଭିତରୁ ୩ ଲକ୍ଷ ୬୦ହଜାର ଟଙ୍କା ଜବତ । ଭୁବନେଶ୍ବର ଚନ୍ଦ୍ରଶେଖରପୁରରୁ କାର ସହ ଟଙ୍କା ଜବତ
  • ରାହୁଲଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ, ଲୋକମତ ପରେ ଜୁନ ୪ରେ ସବୁ ଜଣାପଡ଼ିବ । BJP ସରକାର କରିବ, ୨୧ ଲୋକସଭା ବି ଜିତିବ ବୋଲି କହିଲେ ମନମୋହନ
  •  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Election Breaking | Argus News