Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ଖବର : ସ୍କ୍ରୋଲ କରନ୍ତୁ, ଗୁରୁତ୍ଵପୂର୍ଣ୍ଣ ଖବର ପାଆନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
ନିର୍ବାଚନ ଖବର :  ସ୍କ୍ରୋଲ କରନ୍ତୁ, ଗୁରୁତ୍ଵପୂର୍ଣ୍ଣ ଖବର ପାଆନ୍ତୁ
  • କୁଲେସିକା ଦେଲେ ବିସ୍ଫୋରକ ବୟାନ । କହିଲେ, ଟିକଟ ପାଇଁ ପ୍ରଭୁ ଜାନିଙ୍କଠୁ ବିଜେଡି ନେଇଛି 5/6 କୋଟି
  • ଆସିଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ରାଉରକେଲାରୁ ପ୍ରାର୍ଥୀ ହେଲେ ଦିଲ୍ଲୀପ ରାୟ
  • ୨ ବିଧାନସଭା ପ୍ରାର୍ଥୀଙ୍କୁ ବଦଳାଇଲା ବିଜେପି । ରଣପୁର ଏବଂ ପଟାଙ୍ଗୀ ପାଇଁ ପ୍ରାର୍ଥୀ ବଦଳିଲେ
  • ଘୁଂଚି ଘୁଂଚି ଯାଉଛି ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ତାରିଖ । ବିଦ୍ରୋହ ବଢୁଥିବାରୁ ନାଁ ଘୋଷଣା କରୁନି ଦଳ
  • ପୁରୀ ବଡଦାଣ୍ଡରେ ବୁଲି ପ୍ରଚାର କଲେ ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀ । ଅରୂପ କହିଲେ, ପୁରୀରେ ବିକାଶ ଆରମ୍ଭ ହୋଇଛି 
  • ଦେବଗଡରେ ମାଆ ଭଦ୍ରକାଳୀଙ୍କ ମେରୁ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଭୁ ମହାଦେବ ଓ ମା’ କାଳୀଙ୍କ ଆଶୀର୍ବାଦ ନେଲେ ଧର୍ମେନ୍ଦ୍ର
  • କଟକ ଏସସିବିରେ ଆହତଙ୍କୁ ଭେଟିଲେ ଭି.କେ ପାଣ୍ଡିଆନ୍ । ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଡାକ୍ତରଙ୍କ ସହ କଲେ ଆଲୋଚନା । ସରକାରୀ କର୍ମଚାରୀଙ୍କୁ କେମିତି ନିର୍ଦ୍ଦେଶ ଦେଲେ ଉଠିଲା ପ୍ରଶ୍ନ
  •  ଦଳରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଲେ ସୁର । କହିଲେ, କାର୍ଯ୍ୟାନୁଷ୍ଠାନ ନେଇ ଲେଖିବି ଚିଠି 
  • ମୋକିମଙ୍କୁ ନେଇ ପୁଣି ବଢିଲାଣି ଚର୍ଚ୍ଚା । ବିବାଦ ଭିତରେ ଥିବାରୁ ତାଙ୍କ ବଦଳରେ ଝିଅଙ୍କୁ କଂଗ୍ରେସ କରିପାରେ ପ୍ରାର୍ଥୀ
  • ନିର୍ବାଚନ ମଇଦାନକୁ ଓହ୍ଲାଇପାରନ୍ତି ନବୀନ । ପୂର୍ବଥର ପରି ଏଥର ବି ସମାନ ଢଙ୍ଗରେ କରିପାରନ୍ତି ପ୍ରଚାର
     
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
N/A | Argus News