|
logo
Live

Argus News - ନିର୍ବାଚନ ବଡ଼ ଖବର : ସ୍କ୍ରୋଲ କରନ୍ତୁ, ଖବର ପାଆନ୍ତୁ

Odisha

ନିର୍ବାଚନ ବଡ଼ ଖବର : ସ୍କ୍ରୋଲ କରନ୍ତୁ, ଖବର ପାଆନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
ନିର୍ବାଚନ ବଡ଼ ଖବର : ସ୍କ୍ରୋଲ କରନ୍ତୁ, ଖବର ପାଆନ୍ତୁ
  • ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ । ତାରାତାରିଣୀ ଦର୍ଶନ ପରେ ହିଞ୍ଜିଳିରୁ ଭରିଲେ ନାମାଙ୍କନ
  • ଅମିତ ଶାହଙ୍କ ବଡ଼ ବୟାନ । କହିଲେ,  ‘କଂଗ୍ରେସ ହତାଶ ହୋଇ ଭାଇରାଲ୍‌ କରୁଛି ଫେକ୍‌ ଭିଡିଓ’
  • ମେ'୩ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧି । ରାୟଗଡ଼ାରେ ସାଧାରଣ ସଭାରେ ଦେବେ ଉଦବୋଧନ
  • ସାଧାରଣ ନିର୍ବାଚନ ପାଇଁ ସବୁଠି କଡ଼ା ଚେକିଂ। ଭୁବନେଶ୍ୱର ବିମାନ ବନ୍ଦରରେ ୨ ଜଣ ଯାତ୍ରୀଙ୍କ ଠାରୁ ମିଳିଲା ନଗଦ ୭୫ ଲକ୍ଷ
  • ପାଣ୍ଡିଆନଙ୍କ ସଭାରେ କଳା ଓଢଣୀ ପିନ୍ଧିଥିବା ଯୁବତୀଙ୍କୁ ବେସମ୍ମାନ କଲା ପ୍ରଶାସନ । ଉଦୁଉଦିଆ ଖରାବେଳେ କାଢିଲା ଓଢଣୀ
  • ଦୁର୍ନୀତି, ଅପରାଧ ଆଦି ପ୍ରସଙ୍ଗରେ ମୁଖ୍ୟନ୍ତ୍ରୀଙ୍କୁ ବିଜେପିର ଟାର୍ଗେଟ୍‌ । ପ୍ରେସ୍‌ମିଟ୍‌ କରି ସମାଲୋଚନା କଲେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା
  • ବିଧାୟକ ପ୍ରାର୍ଥୀଙ୍କ ରାଲି ବେଳେ ମାଡିଗଲା ଟ୍ରକ୍‌; ୩ ଆହତ । ୩ ଆହତଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
  • ଅର୍ଗସ ବୁମ୍‌ ଦେଖିଲେ ବବି ଛାନିଆ । ପ୍ରଶ୍ନ ପଚାରିବାରୁ ଫଁ ଫଁ ହେଲେ
  • ବିଶାଳ ଶୋଭାଯାତ୍ରାରେ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର  ଦାଖଲ କଲେ ଦେବଗଡ଼ର BJP ବିଧାୟକ ପ୍ରାର୍ଥୀ ସୁବାସ ପାଣିଗ୍ରାହୀ
  • ଜିଲ୍ଲାପାଳଙ୍କ ଅଫିସରେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପ୍ରାର୍ଥିପତ୍ର ଦାଖଲ । ମୁଖ୍ୟମନ୍ତ୍ରୀ ଜଣାଇଥିଲେ ଶୁଭେଚ୍ଛା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନିର୍ବାଚନ ବଡ଼ ଖବର : ସ୍କ୍ରୋଲ କରନ୍ତୁ, ଖବର ପାଆନ୍ତୁ | Argus News