ନିର୍ବାଚନ ଖବର : ସ୍କ୍ରୋଲ କରନ୍ତୁ, ଅପଡେଟ୍ ପାଆନ୍ତୁ
·2 years ago·1 min read

- ବିଜେଡି ଅଫିସ୍ରେ ସୁର । କଂଗ୍ରେସରୁ ସସ୍ପେଣ୍ଡ ହେବା ପରେ ଶଙ୍ଖ ଆଡ଼େ ମୁହାଁଥିବା ନେଇ ବଢିଲା ଚର୍ଚ୍ଚା
- ଆସୁଛନ୍ତି ଶାହ । ସୋନପୁରରେ ଦଳୀୟ ସମାବେଶରେ ଯୋଗ ଦେବେ, କର୍ମୀଙ୍କ ମନରେ ଭରିବେ ହୋସ୍
- ଶାହଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ବିଜେପି କ୍ୟାମ୍ପ । କେମିତି ନିର୍ବାଚନରେ ବିଜୟ ହେବେ ସେନେଇ ଦେବେ ଗୁରୁମନ୍ତ୍ର
- ବିଜେଡି ନେତାଙ୍କୁ ପାଣି ଚିନ୍ତା । ପ୍ରଚାର ବେଳେ ଗରା ମାଠିଆ ରଖି ରାସ୍ତା ରୋକ କଲେ ଜନତା
- ସାମ୍ନାକୁ ଆସିଲେ ମୋକିମ୍ଙ୍କ ଝିଅ ସୋଫିଆ: କଂଗ୍ରେସ ସୁଯୋଗ ଦେଲେ ଲଢ଼ିବି
- ମୋଦିଙ୍କ ବଡ଼ ବୟାନ । କହିଲେ, ଇଣ୍ଡିଆ ମେଣ୍ଟ ସରକାର ହେଲେ ପ୍ରତିବର୍ଷ ବଦଳିବେ ପ୍ରଧାନମନ୍ତ୍ରୀ
- ୨୮ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସ ପ୍ରାର୍ଥୀଙ୍କ ଲାଗି କରିବେ ପ୍ରଚାର
- ଆୟୁଷ୍ମାନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, କେନ୍ଦ୍ର ଯୋଜନା ଲାଗୁ ହେଲେ ଜନତା ପାଇବେ ସୁବିଧା
- ୨୪ସାଧାରଣ ନିର୍ବାଚନ : ୩୬ ସ୍ଥାନରେ ନିର୍ବାଚନୀ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା: ମେ’ ୭ପର୍ଯ୍ୟନ୍ତ ବଢ଼ିଲା ସିସୋଦିଆଙ୍କ ହେପାଜତ ଅବଧି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: