ନିର୍ବାଚନ ଖବର : ସ୍କ୍ରୋଲ କରନ୍ତୁ...ଅପଡେଟ୍ ପାଆନ୍ତୁ
·2 years ago·2 min read

- ଅର୍ଗସ ବ୍ୟୁରୋ : ଆସିଲା ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ବଡଚଣାରୁ ଅମର ଶତପଥୀଙ୍କ ବଦଳରେ ବର୍ଷା ପ୍ରିୟଦର୍ଶନୀଙ୍କୁ ମିଳିଲା ଟିକଟ
- ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ଚିଲିକା- ରଘୁନାଥ ସାହୁ, ଆନନ୍ଦପୁର- ଅଭିମନ୍ୟୁ ସେଠୀ । ସାରସକଣା- ଦେବାଶିଷ ମାରାଣ୍ଡି,
- ଠିକ୍ ସେମିତି କେନ୍ଦ୍ରାପଡ଼ା- ଗଣେଶ୍ବର ବେହେରା, ଚମ୍ପୁଆ- ସନାତନ ମହାକୁଡ଼-ରେମୁଣା- ବିଦ୍ୟାସ୍ମିତା ମହାଳିକ, ସିମୁଳିଆ- ସୁଭାଷିନୀ ସାହୁଙ୍କୁ ମିଳିଛି ଟିକଟ
- ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ମିଳିଲାନି ଟିକଟ । ବିଜେପିରେ ମିଶିବା ନେଇ ବଢିଲା ଚର୍ଚ୍ଚା
- ସମର୍ଥକଙ୍କୁ ପ୍ରତିଶ୍ରୁତି ଛଳରେ BJD ଉପରେ ଚିରଞ୍ଜୀବଙ୍କ କ୍ଷୋଭ ! ଟିକଟ ମିଳିନଥିବାରୁ ରାଗିଲେ ବରିଷ୍ଠ ନେତା
- ବ୍ରହ୍ମପୁର ବିଧାନସଭା ଫାଇଟ୍ । ଏଥର ରୋଚକ ହେବ ବ୍ରହ୍ନପୁର ଲଢେଇ । ଲୋକସଭା,ବିଧାନସଭାରେ କାହାର ରହିବ ଦବଦବା । ନିର୍ବାଚନ ରଣନୀତିକୁ ନେଇ ଚର୍ଚ୍ଚା
- ପୁଣି ଚର୍ଚ୍ଚାରେ ଚମ୍ପୁଆ ବିଧାନସଭା ଆସନ । ଏଥର ସନାତନ ମହାକୁଡଙ୍କୁ ଦଳ ଦେଇଛି ଟିକଟ
- ସ୍କୁଟିରେ ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକଙ୍କ ସହ କଲେ ଆଲୋଚନା, ଅଗ୍ନିବୀରଙ୍କୁ ଦେଲେ ଟିପ୍ସ
- ଅମିତ ଶାହଙ୍କ ବଡ଼ ବୟାନ । କହିଲେ, ଏଥର ନବୀନ ବାବୁ ସହ ସିଧା ଲଢେଇ ହେବ
- ବିଜେଡିରେ ନେତାଙ୍କ ଅଭାବ । ଆମଦାନୀ ନେତାଙ୍କୁ ଦଳ ଦେଉଛି ଟିକଟ...ବଢିଲା ଚର୍ଚ୍ଚା
- ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ବଡଚଣାରୁ ବର୍ଷା, ଚମ୍ପୁଆରୁ ସନାତନ ଲଢିବେ ନିର୍ବାଚନ
- ବିଜେଡି କାଟିଲା ଅମର-ଶଶି-ମିନାକ୍ଷୀ-ଜ୍ୟୋତି-ସୁଧାଂଶୁଙ୍କ ଟିକଟ । କାହିଁକି କଟିଲା ଟିକଟ ? ଆରମ୍ଭ ହେଲା ତର୍ଜମା
- ଚିଲିକାରୁ ଟିକଟ ନମିଳିବା ପରେ ମୁହଁ ଖୋଲିଲେ ପ୍ରସନ୍ନ ପାଟ୍ଟଶାଣୀ । କହିଲେ, ମୋ ପାଇଁ ପଦବୀ ବଡ଼ ନୁହେଁ, ସମ୍ମାନ ଓ ବିଶ୍ୱାସ ବଡ଼’
- କୁତ୍ରାରେ ଝାଡ଼ାବାନ୍ତି : ୩୦ ଆକ୍ରାନ୍ତ, ରାଜଗାଙ୍ଗପୁର କୁତ୍ରାରେ ଝାଡ଼ାବାନ୍ତିରେ ୩୦ ଆକ୍ରାନ୍ତ...ସମସ୍ତ ଆକ୍ରାନ୍ତ କୁତ୍ରା ମେଡିକାଲ୍ରେ ଚିକିତ୍ସାଧୀନ
- କମ୍ବିଂ ବେଳେ ମାଓ କ୍ୟାମ୍ପ ଧ୍ବଂସ, ମାଓବାଦୀ ଦେଲେ ଛତ୍ରଭଙ୍ଗ । ଝାଡ଼ଖଣ୍ଡ ସୋନୁଆ ଥାନା କେରାବୀର ଜଙ୍ଗଲରେ ମାଓକ୍ୟାମ୍ପ ହେଲା ଧ୍ଵଂସ
- ଏପଟେ ବଣାଇରେ ମାଓ କ୍ୟାମ୍ପ ଧ୍ଵଂସ । ଟିଫିନ ବୋମା, ବନ୍ଧୁକ, ମାଓ ପୁସ୍ତିକା ସହ ୨୭ ହଜାର ଟଙ୍କା ଜବତ : ସିଆରପିଏଫ୍ ଓ କୋବ୍ରା ବାହିନୀର ଚାଲିଛି ମିଳିତ କମ୍ବିଂ ଅପରେସନ
- ଜଳୁଛି ଓଡ଼ିଶା: ସାଢ଼େ ୨ଟା ସୁଦ୍ଧା ୪୩ ଟପିଲା ତାତି । ସାଢ଼େ ୨ଟା ସୁଦ୍ଧା କେନ୍ଦୁଝର ସର୍ବାଧିକ ୪୩.୫ ଡିଗ୍ରୀ, ଝାରସୁଗୁଡ଼ା ୪୩.୨, ସମ୍ବଲପୁର ୪୨.୭...
- ତାତିରୁ ମିଳୁନି ଆଶ୍ଵସ୍ତି : ଦୁଇଦିନ ପରେ ସାମାନ୍ୟ ମିଳିପାରେ ତ୍ରାହି...ଅସ୍ତବ୍ୟସ୍ତ ଜନଜୀବନ
- ଶାହାଙ୍କ ବଡ଼ ବୟାନ । କହିଲେ, ଓଡ଼ିଶାରେ ଆମେ ଲଢେଇ କରିବୁ ଜୋରଦାର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: