ଜରୁରୀକାଳୀନ ବିଭାଗରେ ଘଣ୍ଟାଏ ଲାଇନ କଟିଲା
·2 years ago

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ୍ କାଟ୍ । ଜରୁରୀ କାଳୀନ ବିଭାଗରେ ସଂନ୍ଧ୍ୟା 5 ଟା 30 ରୁ ଘଣ୍ଟାଏ ଲାଇନ କାଟ୍ ହୋଇଥିବା ସୂଚନା ରହିଛି । ଦୁଇ ଘଣ୍ଟା ଚିକିତ୍ସାଳୟ ଅନ୍ଧାର ହୋଇଛି । ବିଭାଗକୁ ସଂଯୋଗ ହୋଇଥିବା ମୁଖ୍ୟ କେବୁଲ୍ ତାର ବଦଳାଯାଇଥିବା ନେଇ ବିଦ୍ୟୁତ୍ କାଟ୍ କରାଯାଇଥିଲା । କେବଳ ଜରୁରୀକାଳୀନ ଓ୍ବାର୍ଡ ବ୍ୟତିତ ଅନ୍ୟ ସମସ୍ତ ଓ୍ବାର୍ଡରେ ବିଦ୍ୟୁତ୍ ରହିଥିବା ସୂଚନା ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: