ତେଲକୋଇ ବନାଞ୍ଚଳରୁ ଦନ୍ତା ହାତୀର ମୃତଦେହ ଠାବ
·2 years ago

କେନ୍ଦୁଝର: ତେଲକୋଇ ବନାଞ୍ଚଳରୁ ଦନ୍ତା ହାତୀର ମୃତଦେହ ଠାବ । ଆକୁଳ ପଞ୍ଚାୟତ ନିଳାପଶି ସାହି ଜଙ୍ଗଲ ନିକଟରୁ ମିଳିଛି ମୃତଦେହ । ହାତୀ ମଧ୍ୟରେ ସଂଘର୍ଷ ହୋଇ ହାତୀ ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ବନ ବିଭାଗ । ସେପଟେ ବାରମ୍ବାର ଏମିତି ଦୃଶ୍ୟ ସାମନାକୁ ଆସୁଛି । ଜନବସତି ମୁହାଁ ହେଉଛନ୍ତି ହାତୀ । କେତେବେଳେ ହାତୀ ମଣିଷ ଲଢେଇ ଦେଖିବାକୁ ମିଳୁଛି ତ କେତେବେଳେ ହାତୀ ହାତୀ ମଧ୍ୟରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: