Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଳମ୍ବିତ ରାତିରେ 2 ଜଣଙ୍କୁ ଦଳି ମାରିଦେଲା ହାତୀ

Rashmita Mishra
Browse all articles by Rashmita Mishra
·1 year ago
ବିଳମ୍ବିତ ରାତିରେ 2 ଜଣଙ୍କୁ ଦଳି ମାରିଦେଲା ହାତୀ

ଅର୍ଗସ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସେକ୍ସନରେ ହାତୀ ଆତଙ୍କ । କାଦୋମାଳି ଗାଁରେ ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଦମ୍ପତି ମୃତ। ମୃତକ ମୁଗାନ ମାଝୀ ଓ ଗାଦ ମାଝୀ । ରାତିରେ ଘରେ ଶୋଇଥିବା ବେଳେ ହାତୀପଲ ଆସି ଘର ଭାଙ୍ଗିବା ସହ ଆକ୍ରମଣ କରିଥିଲେ। ଜୀବନ ବିକଳରେ କିଛିଲୋକ ଘର ଛାଡ଼ି ପଳାଇ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ ଦମ୍ପତି । ହାତୀ ଆକ୍ରମଣରେ ଦୁହିଁଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Elephant tramples 2 people to death late at night | Argus News