Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୈଷୟିକ ତୃଟି ପାଇଁ ଦେଉଘର ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ

Rashmita Mishra
Browse all articles by Rashmita Mishra
·1 year ago
ବୈଷୟିକ ତୃଟି ପାଇଁ ଦେଉଘର ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ବିମାନର ଜରୁରୀ ଅବତରଣ । ବୈଷୟିକ ତୃଟି ପାଇଁ ଦେଉଘର ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ । ଝାଡଖଣ୍ଡରୁ ଦିଲ୍ଲୀ ଫେରିବା ବେଳେ ବୈଷୟିକ ତୃଟି ପରିଲକ୍ଷିତ ହୋଇଛି । ବିହାରର ଜମୋଇରେ ଜନଜାତି ଗୌରବ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Emergency landing of aircraft at Denggar airport due to technical error | Argus News