Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅନୁଗୁଳରେ କୁଖ୍ୟାତ ଅପରାଧୀକୁ ଏନ୍‌କାଉଣ୍ଟର

Odisha

ଅନୁଗୁଳରେ କୁଖ୍ୟାତ ଅପରାଧୀକୁ ଏନ୍‌କାଉଣ୍ଟର

Swoyang prajna Mishra
Browse all articles by Swoyang prajna Mishra
·1 year ago
ଅନୁଗୁଳରେ କୁଖ୍ୟାତ ଅପରାଧୀକୁ ଏନ୍‌କାଉଣ୍ଟର

ଅନୁଗୁଳରେ ପୁଣି ଏନ୍‌କାଉଣ୍ଟର । ଅନୁଗୁଳରେ ଅପରାଧୀ କ୍ଷୀରୋଦ ନାଏକକୁ ଏନ୍‌କାଉଣ୍ଟର । ବିଳମ୍ବିତ ରାତିରେ ପୋଲିସର ପାଟ୍ରୋଲିଂ ବେଳେ ଏନ୍‌କାଉଣ୍ଟର । ଟାଉନ୍ ଥାନା ହନୁମାନ ବାଟିକା ନିକଟରେ ଏନ୍‌କାଉଣ୍ଟର । ପୋଲିସକୁ ଦେଖି କ୍ଷୀରୋଦ ପ୍ରଥମେ ଚଳାଇଥିଲା ଗୁଳି।


ପୋଲିସର ପାଲଟା ଗୁଳିରେ କ୍ଷୀରୋଦ ଆହତ । କ୍ଷୀରୋଦର ଡାହାଣ ଗୋଡ଼ରେ ବାଜିଛି ଗୁଳି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । କ୍ଷୀରୋଦ ନାଁରେ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ରେ ରହିଛି 50ରୁ ଅଧିକ ମାମଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Encounter with notorious criminal in Angul | Argus News