Videos
|
Odisha

ଇଂରାଜୀ ନୂଆ ବର୍ଷ ଆଗମନ ପାଇଁ ସାରା ବିଶ୍ବ ଉତ୍ସବମୁଖର

Ritu Das
Browse all articles by Ritu Das
·1 year ago
ଇଂରାଜୀ ନୂଆ ବର୍ଷ ଆଗମନ ପାଇଁ ସାରା ବିଶ୍ବ ଉତ୍ସବମୁଖର

ଇଂରାଜୀ ନୂଆ ବର୍ଷ ଆଗମନ ପାଇଁ ସାରା ବିଶ୍ବ ଉତ୍ସବମୁଖର । ନୂଆ ଆଶା, ନୂଆ ଆକାଂକ୍ଷା, ନୂଆ ସ୍ବପ୍ନ । 2024କୁ ପଛରେ ପକାଇ ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଦେଖୁଛି ସାରା ଦେଶ । ନୂଆ ସକାଳ ସହ ଆରମ୍ଭ ହୋଇଛି ନୂଆବର୍ଷ ୨୦୨୫ । ବିଦାୟୀ ବର୍ଷର ଘାତ ପ୍ରତିଘାତ, ଦୁଃଖ ଓ କଷ୍ଟକୁ ଭୁଲି ନୂଆବର୍ଷକୁ ଧୁମଧାମରେ କରାଯାଇଛି ସ୍ବାଗତ । ରାଜ୍ୟ, ଦେଶ ଓ ବିଶ୍ବ ସାରା ସବୁଠି ଉତ୍ସବ ଏବଂ ଉଲ୍ଲାସର ମାହୋଲ।


ଆଉ ସାରା ଓଡ଼ିଶାରେ ଉତ୍ସାହର ସହ 2025କୁ ସ୍ବାଗତ କଲେ ରାଜ୍ୟବାସୀ । କେଉଁଠି ବାଣ ଫୁଟାଇ ତ କେଉଁଠି ନାଚଗୀତର ଧୂମରେ ନାଚି ଉଠିଲା । ପିଲାଠୁ ବୟସ୍କ ସମସ୍ତେ ନିଜ ନିଜ ଅନୁସାରେ ନୂଆବର୍ଷକୁ ସ୍ବାଗତ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
english-new-year-is-celebrated-all-over-the-world | Argus News