|
logo
Live

Argus News - ମେସିନରେ ବାଲି ଉଠାଣ ପାଇଁ ପରିବେଶ ମଞ୍ଜୁରୀ ଜରୁରୀ: ହାଇକୋର୍ଟ

Odisha

ମେସିନରେ ବାଲି ଉଠାଣ ପାଇଁ ପରିବେଶ ମଞ୍ଜୁରୀ ଜରୁରୀ: ହାଇକୋର୍ଟ

Ritu Das
Browse all articles by Ritu Das
·2 years ago
ମେସିନରେ ବାଲି ଉଠାଣ ପାଇଁ ପରିବେଶ ମଞ୍ଜୁରୀ ଜରୁରୀ: ହାଇକୋର୍ଟ

ଅର୍ଗସ ବ୍ୟୁରୋ: ହାଇକୋର୍ଟରେ ବେଆଇନ ବାଲି ଉଠାଣ ମାମଲା। ବାଲି ଉଠାଣ ଓ ପରିବହନ ଉପରେ ହାଇକୋର୍ଟଙ୍କ ଅଙ୍କୁଶ ବଳବତ୍ତର ରହିଛି। 
ସକାଳ ୭ ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ବାଲି ଉଠାଣ ଉପରେ ଅଙ୍କୁଶ ଲାଗିଛି।

ମେସିନ ଦ୍ଵାରା ବାଲି ଉଠାଣ ପାଇଁ ପରିବେଶ ମଞ୍ଜୁରୀ ଜରୁରୀ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମେସିନରେ ବାଲି ଉଠାଣ ପାଇଁ ପରିବେଶ ମଞ୍ଜୁରୀ ଜରୁରୀ: ହାଇକୋର୍ଟ | Argus News