Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ପରଲୋକ

Smruti Parija
Browse all articles by Smruti Parija
·1 year ago
ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ପରଲୋକ

ଭୁବନେଶ୍ୱର:  ସମୀର ଦେଙ୍କ ପରଲୋକ  । ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ପରଲୋକ ଘଟିଛି । ୬୭ ବର୍ଷରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ପରଲୋକ ନେଇ ଘରୋଇ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି । ଅସୁସ୍ଥ ଥାଇ ଦୀର୍ଘଦିନରୁ ଚିକିତ୍ସାଧୀନ ଥିଲେ ସମୀର । ନିମୋନିଆ, କିଡ୍‌ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ ସମୀର ଦେ’ । 
 

  • ୧୯୯୫ରେ ଓଡିଶାରେ ଅଭ୍ୟୁଦୟ ହେଲା ବିଜେପିର
  • ୧୯୯୫ ପୂର୍ବରୁ କଟକକୁ ବିଜେପିର ମଡେଲ କରିଥିଲେ
  •  ଏହା ପୂର୍ବରୁ ବିଜେପିକୁ କୁହାଯାଉଥିଲାପଶ୍ଚିମ ଓଡିଶାର ଦଳ
  • କିନ୍ତୁ କଟକକୁ ବିଜେପିର ଗଡ ପଛରେ ସମୀରଙ୍କର ଥିଲା ବଡ ଭୂମିକା
  • ୨୦୦୪ ମସିହାରେ ବିଜେଡି ବିଜେପି ମେଣ୍ଟ ସରକାରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିଲେ
     
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ex-minister-sameer-dey-passes-away | Argus News