ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ: ୪ ଶ୍ରମିକ ଗୁରୁତର
·1 year ago

କଲୁଙ୍ଗା ସ୍ଥିତ ମହାବୀର ଫେରୋରେ ବଡ଼ ଅଘଟଣ ଘଟିଛି। ଇଣ୍ଡେକ୍ସନ ଫର୍ନେଶ ବିସ୍ପୋରଣ ଘଟି 4 ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର 4 ଶ୍ରମିକଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।
ଏନେଇ ଅଧିକ ତଦନ୍ତ ଜାରି ରହିଛି। ତଦନ୍ତ ପରେ ଜଣାପଡ଼ିବ ବିସ୍ଫୋରଣ ପ୍ରକୃତ କାରଣ କଣ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: