Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିସ୍ଫୋରକ ଲୁଟ୍ ଘଟଣା: ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ

Rashmita Mishra
Browse all articles by Rashmita Mishra
·1 year ago
ବିସ୍ଫୋରକ ଲୁଟ୍ ଘଟଣା: ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ

Key Points

ବିସ୍ଫୋରକ ଲୁଟ୍ ଘଟଣା
ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ
ବିସ୍ଫୋରକ ଗୋଦାମ ସିଲ୍ କରିଛି ସୁନ୍ଦରଗଡ ପୋଲିସ

ବିସ୍ଫୋରକ ଲୁଟ୍ ଘଟଣାରେ ବଡଗୋଆଁ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ । ଗୋଦାମ ମାଲିକକୁ ଅଟକ ରଖି ପରାଉଚରା କରୁଥିଲା ଏସଆଇଟି । ବିସ୍ଫୋରକ ସାମଗ୍ରୀ ନେଇଯାଉଥିବା ଚାଳକକୁ ଅଟକ ରଖି ପଚରା ଉଚୁରା କରାଯାଉଥିବା ସୂଚନା ମିଳିଛି । ପୁର୍ବରୁ ବିସ୍ଫୋରକ ଗୋଦାମ ସିଲ୍ କରିଛି ସୁନ୍ଦରଗଡ ପୋଲିସ । କେଉଁଠୁ ଆସିଲା ୨ ଟି ବିସ୍ଫୋରକ ଭର୍ତ୍ତି ଟ୍ରକ ତାକୁ ନେଇ ଉଠିଛି ପ୍ରଶ୍ନ । କୋଇଡା ଖଣି ଅଞ୍ଚଳକୁ କେମିତି ବିନା SOPରେ ବିସ୍ଫୋରକ ସାମଗ୍ରୀ ଆସୁଛି ସେନେଇ ତନାଘନା ଜାରି ରହିଛି । ବିନା ସୁରକ୍ଷା ରେ ଏତେ ବଡ଼ ବଡ଼ ଗାଡ଼ି ରେ ବାରୁଦ୍ କେମିତି ଆସୁଛି ତାକୁ ନେଇ ପ୍ରଶ୍ନ ଛିଡା ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
explosive-robbery-incident-owner-shravan-agarwal-arrested | Argus News