fake liquor seized / ରାଉରକେଲାରେ ଅସଲି ମଦ ଦୋକାନରେ ନକଲି ମଦ ବେପାର, ୩ ଗିରଫ
·4 months ago·2 min read

Key Points
ଅସଲି ମଦ ଦୋକାନରେ ନକଲି ମଦ
ରାଉରକେଲାରେ ଅସଲି ମଦ ଦୋକାନରେ ନକଲି ମଦ ବେପାର
ଚଢାଉ କଲା ଅବକାରୀ ବିଭାଗ

ରାଉରକେଲା: ରାଉରକେଲାରେ ଅସଲି ମଦ ଦୋକାନରେ ଚାଲିଥିଲା ନକଲି ମଦ ବେପାରର କାରବାର । ହୋଲି ପର୍ବକୁ ଆଖି ଆଗରେ ରଖି ସହରର ଢ଼ାବା ଏବଂ ଅଖାପାଖ ଅଞ୍ଚଳରେ ହୋଇଥାନ୍ତା ଚାଲାଣ । ରାଉରକେଲା ଅବକାରୀ ପୋଲିସ ଚଢ଼ାଉ କରି ଦୋକାନ ସିଲ କରିବା ସହ ବିପୁଳ ପରିମାଣର ଜବତ କରିଛି । ସେପଟେ ଲାଇସେନ୍ସ ମଦ ଦୋକାନୀରେ ନକଲି ମଦ କାରାବାର ଉପରେ ଆହୁରି ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ଏହି ରାକେଟ ଉପରେ ଆଙ୍କୁଶ ଲାଗିପାରିବ ନେଇ ଦାବି କରିଛନ୍ତି ।
ରାଉରକେଲା ସହରରେ ଅସଲି ମଦ ଦୋକାନ ଭିତରେ ଚାଲିଥିଲା ନକଲି ମଦ ବେପାର । ରାଉରକେଲା ଅବକାରୀ ପୋଲିସର ପ୍ଲାଣ୍ଟ ସାଇଟ ଥାନା ଅଞ୍ଚଳର ଏକ ଶ୍ରୀକୃତି ପ୍ରାପ୍ତ ମଦ ଦୋକାନରେ ଚଢ଼ାଉ କରି 43 ଲିଟର ନକଲି ମଦ , ଠିପି , ଲେବୁନ , ତା ସହିତ ନାମୀଦାମୀ ବ୍ରାଣ୍ଡର ମଦ ବୋତଲ ଜବତ କରିଛି ପୋଲିସ । ଏହା ସହିତ 3 ଜଣ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ପୋଲିସ । ଏହା ସହ ହଲି ପର୍ଵକୁ ଆଖି ଆଗରେ ରଖି ସହରର ଅନେକ ଢ଼ାବା ଏବଂ ସହରର ନିକଟରେ ଥିବା ଅଞ୍ଚଳରେ ଚାଲାଣ ହେବାର ଯୋଜନା ରହିଥିଲା । ବାହାର ରାଜ୍ୟ ନାମୀଦମୀ ବ୍ରାଣ୍ଡକୁ ନକଲି କରି ବ୍ରିକି କରିବାର ଆଣିଥିଲେ । ସେହି ଦୋକାନକୁ ସିଲ କରି ଦୋକାନ ମାଲିକଙ୍କୁ ନୋଟିସ ଜାରି କରାଯାଉଛି । ସହରର ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ 30 ରୁ 40 ଭିତରେ ରହିଛି । ଏହି ଘଟଣା ସମ୍ନାକୁ ଆସିବା ପରେ ଅନ୍ୟ ମଦ ଦୋକାନ ଏବଂ ସହରରେ ଚୋରା ମଦ ଚାଲାଣ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ରାଉରକେଲା ଅବକାରୀ sp ଝସକେତନ ବରିହା କହିଛନ୍ତି ।
ଅନ୍ୟପଟେ ଲାଇସେନ୍ସରେ ଥିବା ମଦ ଦୋକାନରେ ଏଭଳି ନକଲି ମଦ କାରବାର ହେବା ଲୋକଙ୍କ ଧନ ଜୀବନ ସହ ଖେଳିବା ସହିତ ମଦ ମାଫିଆ ଏବଂ ଅସାଧୁ ମଦ ବେପାରୀ ଅଧିକ ଲାଭ ପାଇବା ଏଭଳି କାମ ସହରର ରୋକା ଯାଇପାରିବ । ତା ସହିତ ଏହି ରାକେଟ ଚଳାଉଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାର ଦରକାର ବୋଲି ସହରବାସୀ କହିଛନ୍ତି ।
ବିଧାନସଭା ରେ ଅବକାରୀ ମନ୍ତ୍ରୀ ରଖିଥିବା ଉତ୍ତର ରେ ଆହୁରି ଆସିଛି ଯେ ପ୍ରତିବର୍ଷ କ୍ରମାଗତ ଭାବେ ବଢି ଚାଲିଛି ମଦ ବିକ୍ରି | ୨୦୨୩-୨୪ ରେ ମଦ ବିକ୍ରି ରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪-୨୫ ରେ ୮ ହଜାର ୧୯୫ କୋଟି ର ରାଜସ୍ୱ ଆଦାୟ ହୋଇଛି
ଏଥିସହ ପଢ଼ନ୍ତୁ: ଏଣିକି କାଚ ବୋତଲରେ ମିଳିବ ନାହିଁ ମଦ, ୧୦ ମାସରେ ୬ ହଜାର ୫୬୯କୋଟି ଟଙ୍କାର ମଦ ପିଇ ଦେଇଛନ୍ତି ରାଜ୍ୟବାସୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories