Videos
|
Odisha

ଆଜି ଚାଷୀଙ୍କୁ ପିଏମ୍ କିଷାନର ୨୦ତମ କିସ୍ତି ମିଳିବ

Rashmita Mishra
Browse all articles by Rashmita Mishra
·1 year ago
ଆଜି ଚାଷୀଙ୍କୁ ପିଏମ୍ କିଷାନର ୨୦ତମ କିସ୍ତି ମିଳିବ

Key Points

PM କିଷାନର ୨୦ତମ କିସ୍ତିରେ ୨ ହଜାର ଲେଖାଁଏ ପାଇବେ ରାଜ୍ୟର ୩୫ ଲକ୍ଷରୁ ଅଧିକ ଚାଷୀ
ପୂର୍ବରୁ ଓଡ଼ିଶାର ଚାଷୀଙ୍କୁ PM କିଷାନ ଟଙ୍କାରୁ ବଞ୍ଚିତ କରୁଥିଲା ବିଜେଡି ସରକାର
ନୂଆ ସରକାରଙ୍କ ସ୍ପେଶାଲ ଡ୍ରାଇଭରେ ଯୋଜନାରେ ଯୋଡି ହେଲେଣି ୫ ଲକ୍ଷରୁ ଅଧିକ ଚାଷୀ

ଆଜି ଚାଷୀଙ୍କୁ ପିଏମ୍ କିଷାନର ୨୦ତମ କିସ୍ତି ମିଳିବ। ବାରାଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ। ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ୨ ହଜାର ଟଙ୍କା। ଦେଶରେ ୯କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦ ହଜାର ୫ଶହ କୋଟି ଟଙ୍କା। ସେହିପରି ରାଜ୍ୟରେ ପ୍ରାୟ ୩୫ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ ଟଙ୍କା। ପୂର୍ବରୁ ଓଡ଼ିଶାର ଚାଷୀଙ୍କୁ ପିଏମ କିଷାନ ଟଙ୍କାରୁ ବଞ୍ଚିତ କରୁଥିଲା ବିଜେଡି ସରକାର। ଏବେ ସରକାରଙ୍କ ସ୍ପେଶାଲ ଡ୍ରାଇଭ ପରେ ଯୋଜନାରେ ଯୋଡି ହେଲେଣି ୫ ଲକ୍ଷରୁ ଅଧିକ ଚାଷୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
farmers-will-receive-the-20th-installment-of-pm-kisan-today | Argus News