ଡ଼ମଣା ଛକରେ ଯୁବକଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ
·11 months ago

Key Points
ଡ଼ମଣା ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ନନଭେଜ୍ ୱର୍ଲ୍ଡ ମାଲିକ ମନୋଜ ସାହୁଙ୍କ ଭାଇଙ୍କୁ ଆକ୍ରମଣ
ନିରଞ୍ଜନ ସାହୁଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ
ନିରଞ୍ଜନଙ୍କୁ ମେଡିକାଲରେ ଭର୍ତ୍ତି କଲା ପୋଲିସ
ଡ଼ମଣା ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ନନଭେଜ୍ ୱର୍ଲ୍ଡ ମାଲିକ ମନୋଜ ସାହୁଙ୍କ ଭାଇଙ୍କୁ ଆକ୍ରମଣ । ନିରଞ୍ଜନ ସାହୁଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ ହାଣିଲେ ଦୁର୍ବୃତ୍ତ । ଆହତ ଅବସ୍ଥାରେ ନିରଞ୍ଜନଙ୍କୁ ମେଡିକାଲରେ ଭର୍ତ୍ତି କଲା ପୋଲିସ। ଜାଗାବାଡି ମାମଲାକୁ ନେଇ ଆକ୍ରମଣ ହୋଇଥିବା ସୂଚନା । ତଦନ୍ତ ଆରମ୍ଭ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: