କେନାଲର ମାଟି ଅତଡା ଖସି ବାପ ଝିଅ ମୃତ
·1 year ago

ଅର୍ଗସ ବ୍ୟୁରୋ: ମାଟି ଅତଡ଼ା ଖସି ବାପ ଝିଅ ମୃତ । ଯାଜପୁର କଳିଙ୍ଗନଗର ଠାରେ ରାଙ୍ଗାଲି କେନାଲର ମାଟି ଅତଡା ଖସି ବାପ ଝିଅଙ୍କର ମୃତ୍ୟୁ ହୋଇଛି । ରେଙ୍ଗାଲି କେନାଲର ନିମ୍ନମାନର କାର୍ଯ୍ୟ ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି । ତେବେ ଏହି ଘଟଣାକୁ ନେଇ ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: