Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୪୦ ହଜାର ଟଙ୍କାରେ ୪ ବର୍ଷର ପିଲାକୁ ବିକ୍ରି କରିଦେଲେ ବାପା, ମା’

Rashmita Mishra
Browse all articles by Rashmita Mishra
·1 year ago
୪୦ ହଜାର ଟଙ୍କାରେ ୪ ବର୍ଷର ପିଲାକୁ ବିକ୍ରି କରିଦେଲେ ବାପା, ମା’

ଅର୍ଗସ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ପିଲା ବିକ୍ରି ଅଭିଯୋଗ । ବଡ଼ଗଡ଼ ଥାନା ଅଞ୍ଚଳରେ ପିଲା ବିକ୍ରି ହୋଇଥିବା ଅଭିଯୋଗ । ୪୦ ହଜାର ଟଙ୍କାରେ ୪ ବର୍ଷର ପିଲାକୁ ବିକ୍ରି କରିଦେଲେ ବାପା, ମା’ । ବିହାରରୁ ଆସି ଭୁବନେଶ୍ବରରେ ଦିନ ମଜୁରିଆ କାମ କରୁଥିଲେ । ଅର୍ଥାଭାବ ପାଇଁ ବାପା ମା’ ପିଲାକୁ ବିକ୍ରି କରିଥିବା ଅଭିଯୋଗ । 

ପିପିଲି କସରଦା ଅଞ୍ଚଳର ଦମ୍ପତିଙ୍କୁ ବିକ୍ରି କରିଥିବା ଜଣାପଡ଼ିଲା । ମଧ୍ୟସ୍ଥି ସାଜି ୨ ଜଣ ମହିଳା ଏପରି କରିଥିବା ସୂଚନା । ବଡ଼ଗଡ଼ ପୋଲିସ ଶିଶୁକୁ ଉଦ୍ଧାର କରି ୬ ଜଣଙ୍କୁ ଅଟକ ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Father, mother sell 4-year-old child for Rs 40,000 | Argus News