Videos
|
Odisha

ରାଜ୍ୟରେ ସାର ସଙ୍କଟ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ

Rashmita Mishra
Browse all articles by Rashmita Mishra
·1 year ago·1 min read
ରାଜ୍ୟରେ ସାର ସଙ୍କଟ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ

Key Points

ରାଜ୍ୟରେ ସାର ସଙ୍କଟ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ
ସାର ସଙ୍କଟର ମୁକାବିଲା ପାଇଁ ହେବ ବିଚାର ବିମର୍ଶ
ମୁଖ୍ୟ ଶାସନ ସଚିବଙ୍କ ସହ ଯୋଗଦେବେ ବରିଷ୍ଠ ଅଧିକାରୀ
ଲୋକସେବା ଭବନରେ ବସିବ ମିଟିଂ

ରାଜ୍ୟରେ ସାର ସଙ୍କଟ, ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଡ଼ାକିଲେ ବଡ ବୈଠକ । ରାଜ୍ୟରେ ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି ସାର ସଙ୍କଟ। ବିଭିନ୍ନ ଜିଲ୍ଲାରୁ ସାର ଅଭାବୀ ନେଇ ଆସୁଛି ସଙ୍ଗୀନ ଅଭିଯୋଗ। ଏହାକୁ ଗୁରୁତର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଡ଼ାକିଲେ ବଡ ବୈଠକ।


ସାର ସଙ୍କଟରୁ କେମିତି ବାହାରି ହେବ ସେଥିପାଇଁ ହେବ ବିଚାର ବିମର୍ଶ। ଆଜି ଦିନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଖାଦ୍ୟ ଖାଉଟି ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସମତେ ଅନ୍ୟ ମନ୍ତ୍ରୀ ଉପସ୍ଥିତ ରହିବେ । ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ବୈଠକରେ ହେବେ ସାମିଲ । ଭିସିରେ ବୈଠକରେ ସାମିଲ ହେବେ ଜିଲ୍ଲାପାଳ।

ଅଧିକ ପଢନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Fertilizer Shortage in Odisha: CM Convenes High-Level Meeting | Argus News | Argus News