Videos
|
Odisha

ମାଲାକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

Ritu Das
Browse all articles by Ritu Das
·1 year ago
ମାଲାକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

Key Points

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ଚକ୍ଷୁ ବିଭାଗ ଓପିଡି କକ୍ଷରେ ନିଆଁ ଲାଗିଛି

ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ନିଆଁ। ଚକ୍ଷୁ ବିଭାଗ ଓପିଡି କକ୍ଷରେ ନିଆଁ ଲାଗିଛି। ସର୍ଟ ସର୍କିଟ ଯୋଗୁ ନିଆଁ ଲଗାଇଥିବା ସୂଚନା ।


ତେବେ ମାଲକାନଗିରି ଅଗ୍ନିଶମ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
fire-breaks-out-at-malkangiri-district-hospital | Argus News