Mkcg ମେଡିକାଲ ମେଡ଼ିସିନ ୱାର୍ଡରରେ ଅଗ୍ନିକାଣ୍ଡ
·1 year ago

ଅର୍ଗସ ବ୍ୟୁରୋ: Mkcg ମେଡିକାଲରେ ଅଗ୍ନିକାଣ୍ଡ । ମେଡ଼ିସିନ ୱାର୍ଡର କୋଠା ରେ ଅଗ୍ନିକାଣ୍ଡ । ଅଗ୍ନିଶମ ବିଭାଗ ଦ୍ୱାରା ନିଆଁକୁ ଆୟତ କରାଯାଇଛି । ସର୍ଟସର୍କିଟ ଦ୍ଵାରା ନିଆଁ ଲାଗିଥିବା ସନ୍ଦେହ । ୱାର୍ଡ ରେ କୌଣସି ରୋଗୀ ନଥିବା ସୂଚନା ।କିଛି ମାତ୍ରା ରେ ଆସବାବପତ୍ର ପୋଡ଼ିଥିବା ସୂଚନା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ନିଆଁକୁ ଅୟତ୍ତ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: