Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବ୍ରହ୍ମପୁର ବଡ଼ବଜାରରେ ଆଚାର ଗୋଦାମରେ ନିଆଁ

Smruti Parija
Browse all articles by Smruti Parija
·1 year ago
ବ୍ରହ୍ମପୁର ବଡ଼ବଜାରରେ ଆଚାର ଗୋଦାମରେ ନିଆଁ

ବ୍ରହ୍ମପୁର ବଡ଼ବଜାରରେ ଆଚାର ଗୋଦାମରେ ନିଆଁ । ବ୍ରଜରାଜନଗର ପ୍ରଥମ ଲାଇନରେ ଥିବା ଗୋଦାମରେ ଲାଗିଛି ନିଆଁ । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଚାଲିଛି । ଘଟଣାସ୍ଥଳରେ 3ଟି ଅଗ୍ନିଶମ ବାହିନୀର ଗାଡି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କେଉଁ କାରଣରୁ ନିଆଁ ଲାଗିଛି କାରଣ ଅସ୍ପଷ୍ଟ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
fire-broke-out-in-pickle-factory | Argus News