Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏସସିବି ଟ୍ରମା  icuରେ ଲାଗିଛି ନିଆଁ 

Odisha

ଏସସିବି ଟ୍ରମା  icuରେ ଲାଗିଛି ନିଆଁ 

Smruti Parija
Browse all articles by Smruti Parija
·2 years ago
ଏସସିବି ଟ୍ରମା  icuରେ ଲାଗିଛି ନିଆଁ 

କଟକ: ଏସସିବି ମେଡିକାଲରେ ଅଗ୍ନିକାଣ୍ଡ । ଏସସିବି ଟ୍ରମା  icu ରେ ଲାଗିଛି ନିଆଁ । ପଞ୍ଚମ ମହଲାର ସେଣ୍ଟ୍ରାଲ icu ରେ  ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗର ଟିମ୍ ପହଁଞ୍ଚି ନିଆଁକୁ ଆୟତ୍ତ କରିବା ସହ ରୋଗୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
FIRE-CATCH-IN-SCB-TRAUMA-CUTTACK | Argus News