Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

EV ସୋ ରୁମ୍ ରେ ଅଗ୍ନିକାଣ୍ଡ

Smruti Parija
Browse all articles by Smruti Parija
·1 year ago
EV ସୋ ରୁମ୍ ରେ ଅଗ୍ନିକାଣ୍ଡ

Key Points

EV ସୋ ରୁମ୍ ରେ ଅଗ୍ନିକାଣ୍ଡ ।

ବ୍ରହ୍ମପୁର: EV ସୋ ରୁମ୍ ରେ ଅଗ୍ନିକାଣ୍ଡ । ଇଲେକ୍ଟ୍ରିକ୍ ଭେଇକିଲ୍ ସୋ ରୁମ୍ ରେ ଲାଗିଲା ନିଆଁ । ବ୍ରହ୍ମପୁର ଆସ୍କା ରୋଡ଼ ତୁଳସୀ ନଗର ଛକ ନିକଟରେ ଗୋଟିଏ ଗାଡି ସୋ ରୁମ୍ ରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗ ପହଁଞ୍ଚି ନିଆଁକୁ ଆୟତ୍ତ କରୁଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
fire-mishap-in-berhampur-aska-electric-vehicle-showroom | Argus News