|
logo
Live

Argus News - ଭଦ୍ରକ ପୁରୁଣା ବଜାର ବାଣ ଗୋଦାମରେ ନିଆଁ, 8 ଗୁରୁତର

Odisha

ଭଦ୍ରକ ପୁରୁଣା ବଜାର ବାଣ ଗୋଦାମରେ ନିଆଁ, 8 ଗୁରୁତର

Smruti Parija
Browse all articles by Smruti Parija
·11 months ago
ଭଦ୍ରକ ପୁରୁଣା ବଜାର ବାଣ ଗୋଦାମରେ ନିଆଁ, 8 ଗୁରୁତର

ଭଦ୍ରକ ପୁରୁଣା ବଜାର ଥାନା ହଳଦୀଢିଅ ଛକ ନିକଟରେ ଭୟାବହ ଅଗ୍ନିକାଣ୍ଡ । ବାଣ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ବାଣ ନଷ୍ଟ ହୋଇଯାଇଛି । ନିଆଁରେ ପୋଡି ହୋଇ 8 ମହିଳା ଓ ଶିଶୁ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣା ସ୍ଥଳରେ ଭଦ୍ରକ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ପୁରୁଣା ବଜାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁରୁତରଙ୍କ ସଂଖ୍ୟା ଅଧିକ ବଢିପାରେ ବୋଲି ଆଶଙ୍କା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭଦ୍ରକ ପୁରୁଣା ବଜାର ବାଣ ଗୋଦାମରେ ନିଆଁ, 8 ଗୁରୁତର | Argus News