Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହୁତୁହୁତୁ ହୋଇ ଜଳୁଛି ବଡବଡ ପ୍ଲାଷ୍ଟିକ ପାଇପ୍

Smruti Parija
Browse all articles by Smruti Parija
·1 year ago
ହୁତୁହୁତୁ ହୋଇ ଜଳୁଛି ବଡବଡ ପ୍ଲାଷ୍ଟିକ ପାଇପ୍

ପାରାଦ୍ଵୀପ-ପାରାଦ୍ଵୀପ ଜିରୋ ପଏଣ୍ଟରେ ଗଦା ହୋଇଥିବା ପ୍ଲାଷ୍ଟିକ ପାଇପିରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଛି ବଡବଡ ପ୍ଲାଷ୍ଟିକ ପାଇପ୍ । ଅଗ୍ନଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଉଛନ୍ତି । ପାରାଦ୍ୱୀପ ଆଖପାଖ ଅଞ୍ଚଳର ୭ଟି ଗାଡି ନୟୋଜିତ ହୋଇଛନ୍ତି । ନିଆଁର ପ୍ରଭାବରେ ୪ କିଲୋମିଟର ଯାଏ ଧୂଆଁର ଆସ୍ତରଣ ବ୍ୟାପିଛି । ନିଆଁ କେମିତି ଲାଗିଲା ଏହାର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ପାରାଦ୍ୱୀପ ଲକ୍ ଥାନା ପୋଲିସ୍ ଉପସ୍ଥିତ ଥିବା ନେଇ ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
fire-mishap-in-paradeep | Argus News