Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପିପିଲି ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ

Odisha

ପିପିଲି ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ

Smruti Parija
Browse all articles by Smruti Parija
·2 years ago
ପିପିଲି ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ

ପୁରୀ: ପ୍ରେଟୋଲ ପମ୍ପରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ କରୁଛି ପିପିଲି ଅଗ୍ନିଶମ ବିଭାଗ । ଅନେକ ଗୁରୁତ୍ୱପୂର୍ଣ ସାମଗ୍ରୀ ସହିତ କାଗଜ ପତ୍ର ପୋଡି ଜଳି ନଷ୍ଟ ହୋଇଯାଇଛି । ସାତଶଂଖ ବଳଙ୍ଗା ମୁଖ୍ୟ ରାସ୍ତାର ରୁପୁଦେଇପୁର ଛକ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।  ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଲୋକେ ଆଲୋଚନା କରୁଥିବା ବେଳେ ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସେପଟେ ଭୟରେ ଅଛନ୍ତି ଅଞ୍ଚଳବାସୀ ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
fire-mishap-in-pipili-petrol-pump | Argus News