Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କପଡା ଦୋକାନରେ ଭୟାବହ ଅଗ୍ନିକାଣ୍ଡ; 1 କୋଟି ସମ୍ପତ୍ତି ନଷ୍ଟ

Smruti Parija
Browse all articles by Smruti Parija
·1 year ago
କପଡା ଦୋକାନରେ ଭୟାବହ ଅଗ୍ନିକାଣ୍ଡ; 1 କୋଟି ସମ୍ପତ୍ତି ନଷ୍ଟ

Key Points

କପଡ଼ା ଦୋକାନରେ ଲାଗିଲା ନିଆଁ । ରାୟଗଡା ରାଣୀଗୁଡାରେ କପଡା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ।

ରାୟଗଡା: କପଡ଼ା ଦୋକାନରେ ଲାଗିଲା ନିଆଁ । ରାୟଗଡା ରାଣୀଗୁଡାରେ କପଡା ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ୪ମହଲା ବିଶିଷ୍ଟ କପଡ଼ା ଦୋକାନରେ ଲାଗିଲା ନିଆଁ । ଦୋକାନର ତଳମହଲାରେ ପ୍ରାୟ କପଡା ଜଳି ଯାଇଥିବାବେଳେ ଉପର ତିନି ମହଲା ନିଆଁ କବଳରୁ ବର୍ତ୍ତି ଯାଇଛି l ଦୀର୍ଘ 3 ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡରେ ପାଖାପାଖି ଏକ କୋଟିରୁ ଅଧିକ ଟଙ୍କାର କପଡ଼ା ଓ ଡ୍ରେସ ପୋଡି ନଷ୍ଟ ହୋଇଛି l ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
fire-mishap-in-raygada-garment-shop | Argus News