ଯବାନଙ୍କ ପାଲଟା ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ମାଓବାଦୀ
·2 years ago

କନ୍ଧମାଳ: ପୋଲିସ ମାଓବାଦୀ ଗୁଳିବିନିମୟ । ସୂଡ୍ରା ପଞ୍ଚାୟତ ଅନ୍ତର୍ଗତ କାମ୍ବେରିଆ ଜଙ୍ଗଲରେ କମ୍ବିଂ ଅପରେସନ ଜୋରଦାର୍ । କନ୍ଧମାଳ DVF ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ ଜଣେ ଟପ୍ ମାଓ କ୍ୟାଡ଼ର ମାଓବାଦୀ ନିହତ ହୋଇଛି । ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଜଣେ DVF ଯବାନ ମଧ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । କମ୍ବିଂ ଅପରେସନ ବେଳେ ଆକ୍ରମଣ କରିଥିଲେ ମାଓବାଦୀ । ଯବାନଙ୍କ ପାଲଟା ଆକ୍ରମଣରେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: