Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାରାଥନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯୁବକଙ୍କୁ ଗୁଳିମାଡ଼

Smruti parija
Browse all articles by Smruti parija
·1 year ago
ମାରାଥନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯୁବକଙ୍କୁ ଗୁଳିମାଡ଼

Key Points

ରାଉରକେଲାରେ ଯୁବକଙ୍କୁ ଗୁଳିମାଡ଼ । ମାରାଥନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁଳିମାଡ଼ ହୋଇଥିବା ସୂଚନା ।

ରାଉରକେଲା: ରାଉରକେଲାରେ ଯୁବକଙ୍କୁ ଗୁଳିମାଡ଼ । ମାରାଥନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁଳିମାଡ଼ ହୋଇଥିବା ସୂଚନା । ସେକ୍ଟର 3 ଥାନା ଅଞ୍ଚଳର ସେକ୍ଟର 2 ନମ୍ବର ଛକରେ ଘଟିଛି ଏହି ଅଭାବନୀୟ ଘଟଣା । ଯୁବକଙ୍କ ପିଠିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ଆଇଜିଏଚ୍‌ରେ ଯୁବକ ଜଣଙ୍କ ଭର୍ତ୍ତି ହୋଇଛନ୍ତି । ଫାୟାରିଂର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
firing-in-rourkela-one-severely-injured | Argus News